ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ପ୍ରମୁଖ କର୍ମ କର୍ତ୍ତା ଙ୍କୁ ନେଇ ଜିଲ୍ଲା ଆବହାକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଖଡ଼ିଆଳସ୍ଥିତ ଅଗ୍ରସେନ ଭବନ ରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ର ଶ୍ରମିକ ବର୍ଗ ବିଶେଷ କରି ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ ବର୍ଗ ର ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସଂଗଠନ ର ଦୃଢ଼ତା ଓ ସକ୍ରିୟତା, ଜିଲ୍ଲା କୁ ଦାଦନ ମୁକ୍ତ କରିବା ସହିତ ସ୍ୱତନ୍ତ୍ର ପେକେଜ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଖରିଆରରୋଡ଼ ରୁ ନୂଆପଡା ଜିଲ୍ଲା ସଦର ମହାକୁମା କୁ ତୁରନ୍ତ ସ୍ଥାନାନ୍ତର ଆଦି ବିଷୟରେ ବୈଠକ ରେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୁଆଖାଇ ଭେଟ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକ ଙ୍କ ସମସ୍ୟା, ମହାସଂଘ ର ସାଙ୍ଗଠନିକ ଦୃଢ଼ତା ଓ ବିସ୍ତାର ଓ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା ହୋଇ ମହାସଂଘ ର କର୍ମ କର୍ତ୍ତା ମାନେ ମତପ୍ରକାଶ କରିଥିଲେ। ମହାସଂଘ ର ଉପଦେଷ୍ଟା କେଶବ ବେହେରା,ପ୍ରଦୀପ ଦଣ୍ଡସେନା,ଭକ୍ତବନ୍ଧୁ ଧରୁଆ,ଚୈତନ୍ୟ ତାଣ୍ଡି,ଭାରତ ମାଝୀ,ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment