ଢେଙ୍କାନାଳ (ଆଜତକ ଓଡ଼ିଶା) ଆସୋସିସନ ଅଫ ଟୁଇଟର ଆକ୍ଟିଭିଟିସ୍ ଓଡ଼ିଶାର ଯୁବ ସମାଜିକ କର୍ମୀ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଂଜଯୋକ ବିନୟ କୁମାର ନାଏକ ଏବଂ ସାମାଜି ଅନୁଷ୍ଟାନ ଛୋଟ ଏକ ପ୍ରୟାସର ମଧ୍ୟ ସଦସ୍ୟ ଭାବରେ ଭାବରେ ତାଙ୍କର ନାମ ବେଶ ଅଗ୍ରଣି ଶିକ୍ଷାରେ ଗତରେ ଇଞ୍ଜିିନିୟରିଙ୍ଗ୍ ହାସଲ କରିଥିଲେ ମଧ୍ୟ ସମାଜର ଜନ କଲ୍ୟାଣ ଜନହିତାଅର୍ଥରେ ତାଙ୍କର କାର୍ଯ୍ୟଗୋଡ଼ିକ ଅତି ଗୁରୁତ୍ଵପୂର୍ଣ୍ଣ ସେ ହିନ୍ଦୋଳ ବ୍ଲକର ନବକିଶୋରପୁର ପଞ୍ଚାୟତର ଜୟକୃଷ୍ଣ ନାଏକଙ୍କ ଏକ ମାତ୍ର ଜ୍ୟଷ୍ଟ ପୁତ୍ର ଅଟନ୍ତି । ଆଜିକୁ ପ୍ରାୟ ତିନି ବର୍ଷ ଭିତରେ ଜନ ସାଧାରଣଙ୍କର ମୌଳିକ ଅଧିକାରକୁ ବେଶ ଗୁରୁତ୍ଵପୂର୍ଣ୍ଣ ଭାବରେ ଯଥା ସ୍ବାସ୍ଥ୍ୟ ସମସ୍ୟା, ଗମନା ଗମନ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସମସ୍ୟା, ଭୂମି ହୀନ,ଆବାସ ଗୃହ ଯୋଜନା ଭତା ଓ ଶିକ୍ଷା ସହିତ ଅନେକ ଦିବ୍ୟାଙ୍ଗ ମାନଙ୍କର ରାସନ ସମସ୍ୟା ତାଙ୍କର ବିଭିନ୍ନ ମୌଳିକ ଅଧିକାରର ସମସ୍ୟାକୁ ନେଇ ଟୁଇଟର ମାଧ୍ୟମରେ ଇ ଜନଶୁଣାଣି ପୋର୍ଟାଲକୁ ଅତି ଗୁରୁତର ଭାବରେ ବ୍ୟବହାର କରି ତିନି ହାଜର ସମସ୍ୟାର ସମାଧାନ କରିସାରିଲେଣି ଟୁଇଟର ବୟ ଜିଲ୍ଲା ସଂଜଯୋକ ବିନୟ ଜିଲ୍ଲାରୁ ଆରମ୍ଭ ସାର ଓଡ଼ିଶାରେ ତଥା ବାହାରେ ଅନେକ ଘଟଣାର ସମସ୍ୟା ସମାଧାନ କରିଛନ୍ତି । ଏଣୁ ଓଡ଼ିଶାର ଅନେକ ସାମାଜିକ ଅନୁଷ୍ଟାନ ଯଥା ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସେବାମିତ୍ର ସମ୍ମାନ, ଜୟ ଜଗନ୍ନାଥ ବ୍ଲଡ ଡୋନେସନ ଗ୍ରୁପ ଓଡ଼ିଶାର ସେବାମିତ୍ର ସମ୍ମାନ, କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶାର ରାଜ୍ୟସ୍ତରୀୟ ମହାବିନାୟକ ସେବା ସମ୍ମାନ, ପ୍ରେରଣା ଏଣ୍ଟରନେସନାଲ ଗ୍ରୀନ ମ୍ୟାନ ଭାବରେ ସମ୍ମାନୀତ ହେଇଛନ୍ତି ଏହି ଭଳି ଅନେକ ସାମାଜିକ ଅନୁଷ୍ଟାନରେ ସାମାଜିକ କର୍ମୀ ଭାବରେ ସେ ସମ୍ମାନିତ । ସେ ସାମାଜିକ ଗଣ ମାଧ୍ୟମରେ କହିଛନ୍ତି ତାଙ୍କର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସାମାଜିକ କର୍ମରେ ନିଜକୁ ସମର୍ପଣ କରିବେ ।

Post a Comment