କର୍ଲାମୁଣ୍ଡା (ମହେନ୍ଦ୍ର ପ୍ରଧାନୀ) କଳାହାଣ୍ଡି ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳ ର ମଦନପୁର ସେକ୍ସନ ର କରଲାମୁଣ୍ଡା ବ୍ଲକ ବିନ୍ଧାନୀ ଗ୍ରାମ ରେ ଆଜି ୫ ଫୁଟ ୬ ଇଞ୍ଚ ର ଅଜଗର କୁ ବନ ବିଭାଗ ଓ ସ୍କେକ ହେଲ୍ପ ଲାଇନ ସହାୟତା ରେ ଉଦ୍ଧାର କରି ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାରୁ ନରସିଂହପୁର ନିକଟସ୍ଥ ସୁନାମୁଖୀ ସଂରକ୍ଷିତ ଜଙ୍ଗଲ ରେ ଛାଡି ଦିଆ ଯାଇଥିଲା । ବିନ୍ଧାନୀ ଗ୍ରାମ ବାସୀ ଅଜଗର ଦେଖି ଖବର ଜଣେଇବା ପରେ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର ଙ୍କ ନିର୍ଦ୍ଧେଶ ଓ ସହକାରୀ ବନ ସଂରକ୍ଷକ ମ. ରାମପୁର ଙ୍କ ତତ୍ୱାବଧାନ ରେ ମଦନପୁର ବନପାଳ ସମ୍ପଦ କୁମାର, ବନରକ୍ଷୀ ସତ୍ୟମ ମାଝୀ ,ଗୋପୀନାଥ ନାୟକ , ସ୍କ୍ୱାର୍ଡ କନିଷ୍ଠ ସେଲମା ଓ ସ୍ନେକ ହେଲ୍ପ ଲାଇନ ର ରମେଶ ନାଗ, କ୍ରିସ୍ନା ନାଗ, ଓ ସତ୍ୟବାନ ନାଗ ସାମିଲ ଥିଲେ ।

Post a Comment