ବୋଡ଼େନ (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡେନ ବ୍ଲକ କରଙ୍ଗାମାଲ କ୍ଲଷ୍ଟର ସି ଆର୍ ସି ସି ଶ୍ରୀ ଯୁକ୍ତ ଜିତେନ୍ଦ୍ର କୁମାର ହଂସଙ୍କ କାର୍ଯ୍ୟକାଳ ଅବଧି ପରିସମାପ୍ତି କାରଣରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜୟବାହାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଃଖଦ ଓ କୋହଭରା ମୁହୂର୍ତ୍ତ.ବିଦାୟ କାଳୀନ ମୁହୂର୍ତ୍ତ ଏକ ଯନ୍ତ୍ରଣା ଦାୟକ ଓ ହୃଦୟ ବିଦାରକ.ଏହା ବିଦାୟ ନୁହେଁ ବରଂ ବିଜୟର ସଭା ।ଶ୍ରୀ ଯୁକ୍ତ ହଂସ ପାଞ୍ଚ ବର୍ଷ ଧରି କରଙ୍ଗାମାଲ କ୍ଳଷ୍ଟର ସି. ଆର. ସି. ସି.. ରୂପେ କାର୍ଯ୍ୟଭାର ସମ୍ଭାଳି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ.। ସେ ଏକାଧାରରେ ଜଣେ ସରଳ ଓ ମିଷ୍ଟଭାସି ବ୍ୟକ୍ତି । ତାଙ୍କ କାର୍ଯ୍ୟ କଳାପ କୁ ଚିର ଦିନ ମନେପକାଇବା ପାଁଇ ଏହି ସଭା ର ଆୟୋଜନ କରା ଯାଇଛି ନୂତନ ସି. ଆର. ସି. ସି ଭାବ ରେ ଅମର ସିଂ ଭୋଇ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଶ୍ରୀ ଯୁକ୍ତ, ଉତ୍ତମ ପ୍ରସାଦ ମହାଉତି. ସରକାରୀ ପ୍ରାଥମିକ ବିଦ୍ୟାଳୟ ଜୟବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁଷ୍ମନ୍ତ ବାଗ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି. ଶ୍ରୀଯୁକ୍ତ. ରୁଦ୍ରେଶ୍ୱର ମେହେର ଗୋଷ୍ଠି ଶିକ୍ଷା ଅଧିକାରୀ ବୋଡେ଼ନ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ. ଅମୁଲ୍ୟ କୁମାର ଦାସ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ. ସମ୍ମାନିତ ଅତିଥି ଶ୍ରୀଯୁକ୍ତ ନେପାଳ ଚନ୍ଦ୍ର ଦେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ. ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ହଂସ ସି. ଆର. ସି. ସି. କରଙ୍ଗାମାଲ. ନୂତନ ସି ଆର୍ ସି ସି ଶ୍ରୀଯୁକ୍ତ ଅମର ସିଂ ଭୋଇ ମଞ୍ଚ ପରିଚାଳନା କରିଥିଲେ ।କ୍ଲୁଷ୍ଟର ର ସହକାରୀ ଶିକ୍ଷକ ବିରେନ୍ଦ୍ର କୁମାର ମୁଣ୍ଡ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଗଣ ଉପସ୍ଥିତ ରହି ଶ୍ରୀ ଯୁକ୍ତ ହଂସ କୁ ବିଦାୟ ସମ୍ବର୍ଦ୍ଧନା କରିଥିବା ବେଳେ ନୂତନ ସି ଆର୍ ସି ସି ଶ୍ରୀ ଯୁକ୍ତ ଭୋଇ ଙ୍କୁ ସ୍ଵାଗତ ଜଣାଇଥିଲେ ।ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ମୁଣ୍ଡ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜୟବାହାଲ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment