କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା), ଆଜି ପବିତ୍ର ରାକ୍ଷୀ ପୁର୍ଣିମା । ଏହି ଦିବସ ମାନିଲେ କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ । ବିଧାୟକ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପହଞ୍ଚି ସେଠାରେ କାର୍ଯ୍ୟରତ ଷ୍ଟାପନର୍ସଙ୍କ ହାତରୁ ରାକ୍ଷୀ ବନ୍ଧେଇ ହୋଇଥିଲେ । ବିଧାୟକ ସେଠାରୁ ଥାନା ପହଞ୍ଚି ଥାନାରେ ଥିବା ମହିଳା ପୋଲିସ କର୍ମଚାରୀଙ୍କ ଠାରୁ ରାକ୍ଷୀ ବାନ୍ଧିହୋଇ ଜଣେ ଭାଇ ହିସାବରେ ଯାହା କିଛି କରିବା କଥା ମୁଁ କରିବି ବୋଲି ବିଧାୟକ ଶ୍ରୀ ବାଗ କହିଥିଲେ । ଅନ୍ୟ ପକ୍ଷରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ବିଧାୟକ ଏଭଳି ରକ୍ଷା ବନ୍ଧନ ପାଳନ କରିଥିବା ବେଳେ ଷ୍ଟାପନର୍ସ ମାନେ ତାଙ୍କ ଚାକିରି କାଳରେ କୌଣସି ବିଧାୟକ ଏମିତି ଆମ ଠାରୁ ରାକ୍ଷୀ ପିନ୍ଧେଇବ ପାଇ ଆସିନାହାନ୍ତି । ଜଣେ ବଡ ଭାଇ ହିସାବରେ ଆମେ ବିଧାୟକଙ୍କୁ ରାକ୍ଷୀ ପିନ୍ଧାଇ ଥିବ ଯୋଗୁ ବହୁତ ଖୁସି ବୋଲି କହିଥିଲେ ।

Post a Comment