କଟକ ଜିଲ୍ଲାର ମାହାଙ୍ଗା ବ୍ଲକ କୁହୁଣ୍ଡା କଲ୍ୟାଣପୁର। ଗ୍ରାମରେ ଉକ୍ତ ଗ୍ରାମର ଆକୁଳି ଚରଣ ପଲେଇଙ୍କ ୮ବର୍ଷର ପୁଅ କ୍ଷିତୀଶ ଏବେ କର୍କଟ ରୋଗରେ ଆକ୍ରାନ୍ତ ମରଣ ସହ ସଂଘର୍ଷ କରୁଥିବା କୁନି ପିଲାଟିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଜୀବନ ରକ୍ଷା କରିବା ପାଇଁ ଆବଶ୍ୟକୀୟ ବ୍ୟୟବହୁଳ ଚିକିତ୍ସା କରିବା ପାଇଁ ସମ୍ଭଳ ନାହଁ ଚିକିତ୍ସା ନାହଁ ବର୍ତ୍ତମାନ ମୁମ୍ବାଇ ଟାଟା ମେମୋରିଆଲ ଡାକ୍ତରଖାନା ରେ ୪ଦିନ ହେଲା ଚିକିତ୍ସା ହେଉଛନ୍ତି ତାଙ୍କର ଦୁଃଖ କଥା ଶୁଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ପିଲାଟି ସୁସ୍ଥ ହେବା ପାଇଁ ଭଗବାନଙ୍କୁ ଗୁହାରି କରିଛନ୍ତି । ସମ୍ଭବ ପରିବାର ସଦସ୍ୟ କିଶୋର ଦାସ,ବିନୋଦ ସାହୁ,ବିକ୍ରମ କେଶରୀ ନାଥ ଓ ସମାଜସେବୀ ଅକ୍ଷୟ କୁମାର ଦାଶ ଉପସ୍ଥିତ ଥିଲେ । ସମସ୍ତ ବଦାନ୍ୟ ବ୍ୟକ୍ତି ଅନୁଷ୍ଠାନ ସମାଜ ସେବୀ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା ବିଭାଗ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରୁ କ୍ଷିତିଶ ବମ୍ବେ ହସ୍ପିଟାଲରେ ଚିକିତ୍ସାଧୀନ ବୋନ ଟ୍ରାନ୍ସମିଶନ ପାଇଁ ୬୦ ଲକ୍ଷ ଟଙ୍କା ଆବଶ୍ୟକ ସହାୟତା ମିଳିଲେ କ୍ଷିତିଶ ସୁସ୍ଥ ହେବାର ସମ୍ଭାବନା ରହିଛି,ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ଭଗବାନ ଭରସା ।

Post a Comment