ଆଜତକ୍ ଓଡ଼ିଶା: ପରିବେଶକୁ ସୁରକ୍ଷା ଦେବା ଓ ଅମ୍ଳଜାନ ମିଳିବା ସହିତ ମୃଭିକା ସଂରକ୍ଷଣ,ବାଇ ଚଢେଇ ବଂଶ ବୃଦ୍ଧି ମାନବ ସମାଜକୁ ବଜ୍ରପାତରୁ ସୁରକ୍ଷା ପ୍ରଦାନ କରିବାର ଲକ୍ଷ୍ୟ ନେଇ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳପୁର ସ୍ଥିତ ପଣ୍ଡୁଆ ପୋଖରୀ ପୋଖରୀ ହୁଡା ପ୍ରାୟ ଦୁଇଶହରୁ ଉର୍ଦ୍ଧ ତାଳଗଛ ମଞ୍ଜି ରୋପଣ କରାଯାଇଛି । ଏହି ସେବା କାର୍ଯ୍ୟକ୍ରମରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର କୋଷାଧ୍ୟକ୍ଷ ସୁମିତ୍ରା ସାହୁ,ସଦସ୍ୟା ସୁଶ୍ରୀ ଲୋରା ସାହୁ,ଆଲୋକ ସାହୁ, ରାଜେଶ ନାୟକ, ଦୀପକ ସାହୁ ଉପସ୍ଥିତ ଥିଲେ ଅନୁଷ୍ଠାନର ଏଭଳି ସେବା କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଦିନକୁ ଦିନ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଏହାର ପ୍ରମୁଖ କାରଣ ତାଳଗଛ ସଂଖ୍ୟାରେ ବ୍ୟାପକ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି ସାଧାରଣତଃ ତାଳଗଛ ଅଧୂକ ଉଚ୍ଚ ହୋଇଥିବାରୁ ବଜ୍ରପାତ ଏହା ଉପରେ ପଡ଼ିଥାଏ କିନ୍ତୁ ତାଳଗଛ ସଂଖ୍ୟା କମି ଯାଇଥୁବାରୁ ବିଲବାଡ଼ିରେ କାମ କରୁଥିବା ଲୋକେ ଏବେ ବଜ୍ରପାତର ଶିକାର ହେଉଛନ୍ତି ତେଣୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଗ୍ରାମରେ ତାଳଗଛ ଗଛର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଚାଷଜମି ନିକଟ ଅଞ୍ଚଳ,ଜଙ୍ଗଲ ଏବଂ ଗ୍ରାମ ବାହାରେ ତାଳ ମଞ୍ଜି ରୋପଣ କରୁଛନ୍ତି ତାଳଗଛ କେବଳ ବଜ୍ରପାତରୁ ଲୋକଙ୍କୁ ସୁରକ୍ଷା ଦେବ ତାହା ନୁହେଁ, ଏହା ହାତୀ ଉପଦ୍ରବରୁ ମଧ୍ୟ ଗ୍ରାମବାସୀଙ୍କୁ ରକ୍ଷା କରିପାରିବ ତାଳମଞ୍ଜି ରୋପଣ ଦ୍ଵାରା । ଖାଦ୍ୟ ଅଭାବରୁ ଦିନକୁ ଦିନ ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ତାଳଗଛ ଥୁଲେ ହାତୀଙ୍କ ପାଇଁ ଖାଦ୍ୟ ଅଭାବ ନିଶ୍ଚିତ ପୂରଣ କରିପାରନ୍ତା ଫଳରେ ହାତୀ ମଣିଷ ବିବାଦ ମଧ୍ଯ ରୋକା ଯାଇପାରନ୍ତା ଚଳିତ ତାଳଗଛ ଲଗାନ୍ତୁ ପରିବେଶକୁ ସୁରକ୍ଷା ଦିଅନ୍ତୁ ।

Post a Comment