ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ଦାବୀପତ୍ର ପ୍ରଦାନ କରିଛନ୍ତି। ସିନାପାଲି କୁ ଏନ ଏ ସି ମାନ୍ୟତା ପାଇଁ ଦାବି କରିଥିବା ବେଳେ ଏହା ପ୍ରସ୍ତାବ ରହିଥିବା ଦୃଷ୍ଟି ଆକର୍ଷଣ କରିଥିଲେ। ସିନାପାଲି ସହର ହେବାର ସମସ୍ତ ଦକ୍ଷତା ରହିଅଛି। ସିନାପାଲି ରେ ଜନସଂଖ୍ୟା ଦୃଷ୍ଟିକୋଣ ହେଉ, ଭିତ୍ତିଭୂମି ଦୃଷ୍ଟିକୋଣ ହେଉ, ତହସିଲ କାର୍ଯ୍ୟାଳୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ସହ ଅନେକ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅବସ୍ଥାପିତ ରହିଅଛି । ସିନାପାଲି ଏକ ସହର ରେ ପରିଣତ ହୋଇଅଛି କିନ୍ତୁ ସରକାରୀ ମାନ୍ୟତା ପାଇବାର ବାକି ରହିଅଛି। ସରକାର ଅଞ୍ଚଳ ବାସୀଙ୍କ ଦାବୀ କୁ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ପ୍ରତିଶୃତି ଦେଇଛନ୍ତି।

Post a Comment