କୋମନା:- ୨୬/୭/ (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସହାଭାଗୀ ବିକାଶ ଅଭିଯାନ ବିଲେନଜୋର ସଂସ୍ଥା ଦ୍ୱାରା ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ସହାୟତା ରେ ଲର୍କି ଗ୍ରାମଠାରେ ଏକ ଜୈବିକଖତ ପ୍ରସ୍ତୁତ ପ୍ରଣାଳି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲର୍କି,ସେମେଲପାଲି, ଦାନଝୋଲା, କଣ୍ଟାପାଲି ଓ ସୁକୁଲିମୁଣ୍ଡି ଗାଁ ରେ ଖରିଫ ପିଆଜ ଚାଷ ପାଇଁ ଚାଷୀ ମାନଙ୍କୁ ସହାୟତା ଦିଆଯାଉଅଛି ଓ ସେମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଗୁଡିକ ମଧ୍ୟ ଦିଆଯାଉଛି । ତାଲିମଦାତା ଶ୍ରୀଯୁକ୍ତ କୁବେର ବାଗ ଜୈବିକ ଖତ ପ୍ରସ୍ତୁତ କରି ଦେଖେଇଥିଲେ ଓ ତାର ବ୍ୟବହାର ଓ ଉପକାରିତା ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କୁ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ସଂଯୋଜକ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment