ଧର୍ମଗଡ (ଆଜତକ୍ ଓଡ଼ିଶା)୦୫/୨୪:କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ଵପୂର୍ଣ୍ଣ ଆସନ ଧର୍ମଗଡ ରେ ବାଜି ମାତ୍ କରିଛି ବିଜେପି । ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଜୟୀ ବିଜେଡିର ଭେଟନାର ନେତା ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ୧୮ହଜାର ଭୋଟ ରେ ପରାସ୍ତ କରିଛନ୍ତି ।ଏହି ଆସନରେ ସୁଧୀର ରଞ୍ଜନ ପଟ୍ଟଯୋଶୀ ୮୭୮୯୦ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ବିଜେଡ଼ି ପ୍ରାଥୀ ପୁଷ୍ପେନ୍ଦ୍ରସିଂଦେଓ ୬୮୯୬୩ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବିଜୟୀ ପରେ ଧର୍ମଗଡ ରେ ବିଜେପି କାର୍ଯ୍ୟକର୍ତ୍ତା। ଖୁସିରେ ଧର୍ମଗଡ ସହର କମ୍ପି ଉଠେଇ ଥିଲା ।

Post a Comment