କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ସହର ୧୦ନଂ ୱାର୍ଡରେ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଅଛି । ମୁକ୍ତ,ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସାରିବା ପାଇଁ ସମସ୍ତ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଲା ଜିଲ୍ଲା ପ୍ରଶାସନ । ଆଜି ସକାଳ ୭ ରୁ ବିଭିନ୍ନ ବୁଥରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ପ୍ରରିପ୍ରେକ୍ଷୀରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଭୋଟରଙ୍କୁ ସଚେତନ କରି ଉଚିତ ପ୍ରତିନିଧି ବାଛିବା ଯାହା ଦେଶ ନିର୍ମାଣରେ ସହାୟକ ହୋଇପାରିବ ବୋଲି ଏକ ଏକ ସ୍ଲୋଗାନ୍ ବାର୍ତ୍ତା ମଧ୍ୟ ପ୍ରଦାନ କରିବା ଦେଖାଦେଇଅଛି । ତେବେ ଶାନ୍ତି ଶୃଙ୍ଖଳା ସହ ତଥା ମୁକ୍ତ ତଥା ଅବାଧ ନିର୍ବାଚନ ସାରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ।

Post a Comment