କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନେଇ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟ ବିଶ୍ବାସ ବନାମ ୨୪ ବର୍ଷର ଦୁର୍ନୀତି ସରକାର ଉକ୍ତୀ ନେଇ ଡବଲ ଇଞ୍ଜିନ ସରକାର ହେବା ଦୃଢକ୍ତି ପ୍ରକାଶ


ନୂଆପଡା(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଭାରତୀୟ ଜନତା ପାର୍ଟି ଙ୍କ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ପ୍ରଚଣ୍ଡ ତାତିରେ ୪୦/୪୨ ଡିଗ୍ରୀ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଲୋକ ଅପେକ୍ଷା ବିଜେପି ସରକାରଙ୍କ ଲହର ର କାହାଣୀ କହେ ବୋଲି ମତବ୍ୟକ୍ତ କରିଥିଲେ।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନେଇ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟ ବିଶ୍ବାସ ବନାମ ୨୪ ବର୍ଷର ଦୁର୍ନୀତି ସରକାର ଉକ୍ତୀ ନେଇ ଡବଲ ଇଞ୍ଜିନ ସରକାର ହେବା ଦୃଢକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶା ବିପଦ ରେ ଥିବା ବେଳେ ରାଜ୍ୟ ବାହାର ର ଲୋକ ଆସି ଶାସନ ଭାର ଚଳାଉଥିବା ବେଳେ ଏହାର ପରିବର୍ତ୍ତନ ଦରକାର ବୋଲି କହିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଖଡିଆଳ ମିଶନ ପଡିଆ ରେ ଅବତରଣ କରି ପରିବର୍ତ୍ତନ ସମାବେଶ ରେ ଯୋଗ ଦେଇଥିଲେ। ହଜାର ହଜାର ସଂଖ୍ୟକ ସମର୍ଥାକଙ୍କୁ ଉଦବୋଧନ ଦେଇଥିଲେ। ଖଡ଼ିଆଳ କଣ୍ଟାବାଞ୍ଜି ରୁ ନବରଙ୍ଗପୁର କୁ ରେଳପଥ ନିର୍ମାଣ ପାଇଁ ଉଭୟ ପ୍ରାର୍ଥୀଙ୍କୁ ଦାୟିତ୍ବ ଏବଂ ମିଳିତ କାର୍ଯ୍ୟ କରିବା।


Post a Comment

Previous Post Next Post