କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନାବ୍ଲକ ଅନ୍ତର୍ଗତ ସିଆଲଲଟି ଗ୍ରାମପଞ୍ଚାୟତର ସଂସ୍କୃତି ସମ୍ପନ୍ନ ବେଲରଦନା ଗ୍ରାମର ଉମରାପଡ଼ା ଠାରେ ଅଖଣ୍ଡ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ପାଳନ ହୋଇଯାଇଛି । ଗାଁର ସତାଧିକ ମହିଳା ଓ ପୁରୁଷ କଲସୀରେ ପାଣି ଆଣି ରିତି ନିତି ଅନୁସାରେ ପୂଜାରୀ କଲସ ସ୍ଥାପନ କରିଥିଲେ । ଆନନ୍ଦ ଉଲ୍ଲାସ ରେ ଅଞ୍ଚଳବାସୀ ହରି ନାମ ରସାମୃତ ପାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଅଞ୍ଚଳଟି ବୃନ୍ଦାବନ ମୟ ହୋଇ ଯାଇଥିଲା । ବିଶ୍ୱ ରେ ଶାନ୍ତି, ସୁବୃଷ୍ଟି, ନିରାମୟ ଜୀବନ ଏବଂ ମାନବ କଲ୍ୟାଣ ପାଇଁ ସମସ୍ତ ଗ୍ରାମବାସୀ ଯଦୁପତି ଲୀଳାମୟ ଶ୍ରୀ ରାଧେକୃଷ୍ଣ ଙ୍କ ଠାରେ କାମନା କରିଥିଲେ । ବିଗତ ବର୍ଷ ମାନଙ୍କ ଠାରୁ ଏବର୍ଷ ଏକ ପ୍ରକାର ଭିନ୍ନ ବାତାବରଣ ଆଲୋଡନ ସୃଷ୍ଟି କରି ଥିଲା, ଭକ୍ତ ମାନଂକ ମନରେ ଆନନ୍ଦ ର ଲହରୀ ନାଚି ଉଠୁଥିଲା । ଚଳିତ ବର୍ଷ ସାତ ଗୋଟି ସଂକୀର୍ତ୍ତନ ଦଳ ଯଥା ବେଳରଦନା ଉମରାପଡ଼ା, ବେଲରଦନା ଗହଁଟିଆପଡ଼ା, ଭୁଲିଆସିଁକୁଆ, ଧରଣୀଧୋଡ଼ା, ପେଣ୍ଡ୍ରେନ, ବେଲଗାଁ, ହାତୀସରା ର ସଂକୀର୍ତନ ଦଳ ମାନେ ଅଂଶ ଗ୍ରହଣ କରିଥିବା ବେଳେ ନିଜ ନିଜର ଓଡିଶୀ, ଚମ୍ପୁ, ସମ୍ୱଲପୁରୀ ସହ ହିନ୍ଦୀ, ଆଧୁନିକ ଗୀତ ସ୍ୱର ରେ ହରୀ ନାମ ଗାନ କରି ଦର୍ଶକ ମାନଂକର ଶ୍ରଦ୍ଧା ଭାଜନ ହୋଇ ପାରିଥିଲେ । ମୁଖ୍ୟ ଅତିଥି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଘାସିଁରାମ ମାଝୀ, ଦିବ୍ୟସିଂ ମାଝୀ, ସୋମନାଥ ଖମାରୀ, ରବି ମଙ୍ଗରାଜ, ହୋମସିଂ ମାଝୀ, ଗ୍ୟାନେଶ୍ଵର ମାଝୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦାନ କରି ମହାପ୍ରଭୂ ଙ୍କ ରସାମୃତ ପାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଉକ୍ତ ନାମ ଯଜ୍ଞ ରେ ଶ୍ରୀଲକ୍ଷୀଧର ଧରୁଆ ଓ ତାଙ୍କର ଧର୍ମ ପତ୍ନି ଶାନ୍ତିଲତା ଧରୁଆ ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଲେ ଯଜ୍ଞ ପରିଚାଲନା କମିଟିର ଶ୍ରୀ ଅଞ୍ଚଳସିଂ ମାଝୀ, ଯମୁନାଲାଲ ଧରୁଆ, ରାଏ ସିଂ ଧରୁଆ, ସେହେବ ମାଝୀ,ଯାଦବ ମାଝୀ, ରାୟଧର ମାଝୀ, ଟିକେଲାଲ ମାଝୀ, ଗଙ୍ଗା ଧରୁଆ, ତାରା ଧରୁଆ, ହରଜୀ ଧରୁଆ, ରାଜିବ ଧରୁଆ, ପୂର୍ଣ୍ଣଚନ୍ଦ୍ର ଧରୁଆ, ସୁଜନ ମାଝୀ, ନନ୍ଦ ଧରୁଆ,ପିଲନ ଧରୁଆ ,ଦୁତିଆ ଧରୁଆ, ଦକ୍ଷିଣ ଧରୁଆ ଏବଂ ସମସ୍ତ ପରିଚାଳନା କମିଟି କର୍ମକର୍ତା ତଥା ଗ୍ରାମବାସୀ ଙ୍କ ସହଯୋଗ ରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ପରିଶେଷରେ ଯଜ୍ଞ କମିଟି ଧର୍ମ ସଭା ମାଧ୍ୟମରେ ଭଗବତ ଚର୍ଚ୍ଚା ତଥା ବୈଠକି କରି ସମସ୍ତଙ୍କ ସହଯୋଗ ରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା।

Post a Comment