ନୁଆପଡ଼ା( ବିରବଲ ପ୍ରଧାନ) ନୂଆପଡା ବିଧାନସଭା ମଣ୍ଡଲି ରେ ଆଜି ନୂଆପଡା ବିଜେପି ପକ୍ଷରୁ ଏକ ବିରାଟ ବାଇକ ରାଲି ବାହାରିଥିଲା।ଏହି ବାଇକ ରାଲି ଖରିଆରରୋଡ଼ ଶଙ୍କର ମନ୍ଦିର ସମ୍ମୁଖରୁ ବାହାର କରି ନୂଆପଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ କୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସାଂସଦ ବସନ୍ତ ପଣ୍ଡା, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିୟା ଗୋଡ଼ଲି ଅଗ୍ରୱାଲ, ମହିଳା ମୋର୍ଚ୍ଚା ବରିଷ୍ଟ ନେତ୍ରୀ ସରିତା ସିଂ, ଗୋଲଡି ଅଗ୍ରୱାଲ, ତୁଳସ ପଟେଲ, ସଦାନନ୍ଦ ଯୋଶୀ, ଶିବ ବାଗ ପ୍ରମୁଖ ବିଜେପି ନେତା ଉପସ୍ଥିତ ରହି ଏହି ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ରେଲି ଖରିଆରରୋଡ଼ ରୁ ବାହାରି କୋମନା ପର୍ଯ୍ୟନ୍ତ ପହଞ୍ଚିଥିଲା । ନିର୍ବାଚନ ଆସନ୍ତା ୧୩ ମଇ ରେ ଅନୁଷ୍ଠିତ ହେଉଥିବା ରୁ ଜିଲ୍ଲାର ବିଭିନ୍ନ ରାଜନୀତିକ ଦଳ ମାନେ ନିଜ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି ।

Post a Comment