ନୂଆପଡା ୧୦/୦୪ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ରେ ଜାଙ୍ଗଲି ଭାଲୁ ପଶି ଆସିଥିବା ବେଳେ ସହର ବାସୀ ଆତଙ୍କିତ, ଖଡିଆଳ ବନଖଣ୍ଡ ବିଭାଗକୁ ସୂଚନା, ତୁରନ୍ତ ଭାଲୁ କୁ ଉଦ୍ଧାର ପାଇଁ ଅନୁରୋଧ, ସାଧାରଣ ନାଗରିକ ମଧ୍ୟ ସଚେତନ ଏବଂ ସତର୍କ ରହିବାକୁ ଅନୁରୋଧ କରାଯାଉଅଛି।ଖଡିଆଳ ରାଜା ପଡ଼ା ଠାରେ ରାତ୍ରୀରେ ଭାଲୁଥିବା ଜଣାପଡିଛି। ନିଲଜି ବନ୍ଧ ଠାରୁ ନୁଆବନ୍ଧ ଠାରେ ଥିବା ଜୀମ ଆଡ଼କୁ ଭାଲୁ ଯାଇଥିବା ଜଣାପଡିଛି। ସହର ଏବଂ ପାଖା ପାଖୂ ଅଞ୍ଚଳ ବାସୀ ବିଶେଷ ସତର୍କ ରହନ୍ତୁ।

Post a Comment