ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମରେ ଧନୁଯାତ୍ରା ମହୋତ୍ସବ ଗତ ୪ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ସପ୍ତମ ଦିନରେ ପହଂଚିଛି । ଏହି ଧନୁଯାତ୍ରାରେ ମିନାବଜାର , ଡ୍ରାଗନ୍,ଝୁଲଣା, ଝୋଲା, ବ୍ରେକ୍ ଡ୍ୟାନ୍ସ ଭଳି ଅନେକ ପ୍ରକାରର ଝୁଳଣା ରହିଥିବାବେଳେ ବିଭିନ୍ନ ପ୍ରକାରର ଦୋକାନ ବଜାର ରହିଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଧନୁଯାତ୍ରା ଅନୁଷ୍ଟିତ ହୋଇଛି । ଏ ଅବସରରେ ମୁଖ୍ୟ ଅତିଥିଭାବେ ୧୪ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ,ଶ୍ରୀଯୁକ୍ତ ଅମିତ କୁମାର ଜୈନ, ଧନୁଯାତ୍ରା କମିଟିର ସଂପାଦକ ଶ୍ରୀଯୁକ୍ତ ମାର୍କଣ୍ଡ ଗହିର,ସଭାପତି ଶ୍ରୀଯୁକ୍ତ ମନୁରାମ ଜଗତ, ଉପ ସଭାପତି ଶ୍ରୀଯୁକ୍ତ ବଳସିଂ ଗହିର, କୋଶାଦକ୍ଷ ଶ୍ରୀଯୁକ୍ତ ଜଗଦିଶ ଗହିର, ଶ୍ରୀଯୁକ୍ତ ଦେବର୍ଚ୍ଚନ ଗହିର, ମଧୁସୂଦନ ଜଗତ,କମ୍ବୁପାଣି ଦଣ୍ଡସେନା, ଟଙ୍କଧର ଭୋଇ, ଚନ୍ଦ୍ରଶେଖର ଗହିର ମଞ୍ଚାସିନ ଥିଲେ ଓ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ଉକ୍ତ ଧନୁଯାତ୍ରା ଦେଖିବା ପାଇଁ ଅଞ୍ଚଳର ଶତାଧିକ ଦର୍ଶକ ଉପସ୍ଥିତ ଥିଲେ ।

Post a Comment