ଖପ୍ରାଖୋଲ : ୫/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଉଳବାଞ୍ଜିରେ ସମାଜସେବୀ ବେଣୁଧର ଧରୁଆଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନିୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଉଳବାଞ୍ଜିରେ ଅନୁଷ୍ଠିତ ହୋଇଅ ଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ବିକ୍ରମ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ନିରାକାର ସେଲମା (ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ), ମୁଖ୍ୟବକ୍ତା ଭାବରେ ସ୍ବର୍ଗତ ବେଣୁଧର ଧରୁଆଙ୍କ ପୁତ୍ର ଧରମ ସିଂହ ଧରୁଆ, ସମ୍ମାନିତ ଅତିଥି ଭାବରେ ସରୋଜିନୀ ଦୀପ, ସରସ୍ବତୀ ନିଆଲ, ସ୍ୱରୂପାରାଣୀ ବରିହା ପ୍ରମୁଖ ମଂଚାସୀନ ଥିଲେ । ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସହକାରୀ ଶିକ୍ଷୟତ୍ରୀ ଚନ୍ଦ୍ରକାନ୍ତି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ

Post a Comment