ବନିତାସ୍ ଆକ୍ଟିଭିଟି ସ୍କୁଲ ର ଜୟପୁର ନିକଟସ୍ଥ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ନେତାଜୀ ଜୟନ୍ତୀ ସୁରୁଖୁରୁରେ ପାଳନ


କୋରାପୁଟ :(ଆଜତକ୍ ଓଡ଼ିଶା) ଅଧକ୍ଷା ବନିତା ମହାପାତ୍ର ଓ କୁନି କୁନି ପିଲାମାନଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଦିବସ ପାଳନ କରା ଗଲା ଏଠାରେ ଅତି ପ୍ରାତୋହ ସମୟରେ ଜୟପୁର ସ୍ଥିତ ଅନେକ ଦେଶ ପ୍ରେମୀ ଯଥା ଶ୍ରୀମତୀ ବନିତା ମହାପାତ୍ର , ଶ୍ରୀ ଶିବାଶିଷ ପାଣିଗ୍ରାହୀ , ଶ୍ରୀ ବି.ଆର ଚୌଦରୀ , ଶ୍ରୀ ପି . ବାଲାଜୀ ରାଓ , ଶ୍ରୀମତୀ ପି.ରାମ ଲଷ୍ମୀ , ଶ୍ରୀ ପ୍ରମୋଦ ରାଉଳ , ଶ୍ରୀ ବୈରାଗୀ ସାହୁ , ଶ୍ରୀ ଉଦୟ ଶଙ୍କର ଯାନି, ଶ୍ରୀ ପାଞ୍ଚାନନ ମିଶ୍ର ସମସ୍ତେ ଯୋଗଦାନ ଦେଇ ଜୟପୁର ସ୍ଥିତ ଆର. କେ ଟାୱେର ନିକଟସ୍ଥ ଥିବା ନେତାଜୀ ସୁବାଷ ଚନ୍ଦ୍ର ଵୋସ ଙ୍କ ପ୍ରତିମୂର୍ତ୍ତି ପାଖରେ ଆଜିର ଗୁରୁତ୍ୱ ପୂର୍ଣ୍ଣ ଦିବସ ବିଷୟର ସମାଜ ଏବଂ ଛୋଟ ଛୋଟ କୁନି ପିଲା ମାନଙ୍କୁ ନେତାଜୀ ଙ୍କର ବିରତ୍ୟ ର ବାର୍ତା ଦେଇଥିଲେ ଏବଂ ଦେଶ ପ୍ରେମ , ରାଷ୍ଟ୍ର ପ୍ରେମ ଉପରେ ଗୁରୁତ୍ୟ ଦିଆଯାଇଥିଲା ।

Post a Comment

Previous Post Next Post