କୋଶଳେଶ୍ୱର ମାଳି ସମାଜ ଯୁବ ସଙ୍ଗଠନ କଣ୍ଟାବାଞ୍ଜି ଶାଖା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା


କଣ୍ଟାବାଞ୍ଜି  ୨୩/୦୧ (ଆଜତକ୍ ଓଡ଼ିଶା) କୋଶଳେଶ୍ୱର ମାଳି ସମାଜ ଯୁବ ସଙ୍ଗଠନ କଣ୍ଟାବାଞ୍ଜି ଶାଖା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ବଙ୍ଗୋମୁଣ୍ଡା ଗ୍ରାମର, ଶ୍ରୀଯୁକ୍ତ ଚକ୍ରଧର ପୁଟେଲ ମାଁ ଚନ୍ଦ୍ରକାନ୍ତି ପୁଟେଲ ଙ୍କ ସୁପୁତ୍ର , ଶ୍ରୀମାନ ଲୋହିତ ପୁଟେଲ/ ମନ୍ଟୁ ୨୦୨୧ ବେଜ ର, ଓଡ଼ିଶା ପୋଲିସ ନିଯୁକ୍ତି ସେବା ରେ ପୋଲିସ ଏସ, ଆଇ, ପଦବୀ ରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ପରିବାର ତଥା ଆମ ସମସ୍ତଙ୍କୁ ଗୈ।ରବା ନିତ କରିଥିବା ରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇବା ସହିତ, କଣ୍ଟାବାଞ୍ଜି ଅଞ୍ଚଳ ସଭାପତି ଶ୍ରୀ ଶେଷଦେବ ପୁଟେଲ ସମ୍ପାଦକ ପରମାନନ୍ଦ ପୁଟେଲ ଏବଂ କଣ୍ଟାବାଞ୍ଜି ଯୁବ ସଙ୍ଗଠନ ସଭାପତି ଶ୍ରୀ ରାଜୁ ପୁଟେଲ, ସମ୍ପାଦକ, ଘନଶ୍ୟାମ ପୁଟେଲ ସହ ଧାମନଡଙ୍ଗା ଇଓ ଶ୍ରୀ ତେଯୁରାମ ପୁଟେଲ ରାଜ୍ୟ ଯୁବ ସଭାପତି ନିତିନ ପୁଟେଲ , ଆଇନ୍ ଜୀବୀ ଶ୍ରୀ ବିଜୟ କୁମାର ପୁଟେଲ ତଥା ଯୁବ ସଦସ୍ୟ , ଗଙ୍ଗା ପୁଟେଲ, ଧୂବା ପୁଟେଲ, ଗୋୖଉର ପୁଟେଲ, ସଞ୍ଜୟ ପୁଟେଲ, ଡିଙ୍ଗର ପୁଟେଲ, ଅଲେଖ ପୁଟେଲ ,ତୁଲେଶ୍ବାର ପୁଟେଲ, ପ୍ରକାଶ ପୁଟେଲ, ମଗସିର ପୁଟେଲ, ରଥ ପୁଟେଲ,, ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ,

Post a Comment

Previous Post Next Post