ନୂଆପଡା (ପ୍ରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଂଚାୟତ ବୈଗାପଡା ଗ୍ରାମର ଜୟଶ୍ରୀ ରାମ ଛକ ବେଦି ପ୍ରାଙ୍ଗଣ ରେ ଗ୍ରାମ ର ଆବାଳ ବୃଦ୍ଧ ବନିତା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଟିକୁ ବଡ ରୀତିନୀତି ଅନୁସାରେ ପାଳନ କରିଛନ୍ତି,ପୂର୍ବରୁ ଅଯୋଧ୍ୟାର ଅକ୍ଷତ କଳସ କୁ ଗ୍ରାମରେ ସମସ୍ତ ଙ୍କ ଘରେ ପୂଜା କରାଯାଇଥିଲା,ଆଜି ସକାଳୁ ସମସ୍ତେ ଜୟ ଶ୍ରୀରାମ ଛକ ବେଦି ପରିସରକୁ ଆସି ପୂଜକ ଙ୍କୁ ପୂଜା ନିମନ୍ତେ ନିମନ୍ତ୍ରଣ କରି ପୂଜାରେ ବସି ପ୍ରଭୁ ଶ୍ରୀରାମ ଙ୍କ ସହ ଜାନକୀ ,ତିନିଭାଇ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ତଥା ରାମ ଭକ୍ତ ପବନ କୁମାର ଶ୍ରୀ ହନୁମାନ ଙ୍କ ରାଜ ଦରବାର ସ୍ଥିତ ଫୋଟୋ କୁ ଶ୍ରୀକାନ୍ତ ଖମାରି ମନ୍ତ୍ର ପାଠରେ କର୍ତା ଚନ୍ଦ୍ରଧ୍ୱଜ ବାଗ ଙ୍କ ସହ ଗ୍ରାମର ଅନେକ ରାମ ଭକ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମହିଳା ସଂକୀର୍ତନ ଗ୍ରାମ ପରିକ୍ରମା କରିଥିଲେ, ଗ୍ରାମ ର ଅନେକ ରାମ ଭକ୍ତ ଶିକ୍ଷ୍ୟାବିତ ସତ୍ୟବ୍ରତ ଗହୀର,ପଞ୍ଚାନନ ଖମାରି, ସରପଞ୍ଚ ବୀରେନ୍ଦ୍ର ଖମାରି, ବିଶ୍ଵମ୍ବର କାଣ୍ଡ ,ବିରଞ୍ଚି ଖମାରି, ପ୍ରରମେଶ୍ୱର ଖମାରି, ଜଗନ୍ନାଥ ବେମାଳ, ନିରଞ୍ଜନ ବେମାଳ, କୁମ୍ଭ ବାଗ,ସୂବେଶ ବାଗ ଓ ବ୍ଲକ ସାମ୍ବାଦିକ ପ୍ରତିନିଧି ଚିନ୍ତାମଣି ନେତାମ ସମେତ ଅନେକ ରାମ ଭକ୍ତ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବକ ପୂଜାର୍ଚନା କରି ସାରିବା ପରେ ପ୍ରସାଦ ସେବନ କରାଯାଇଥିଲା,ସନ୍ଧ୍ୟାରେ ସମସ୍ତ ଙ୍କ ଘରେ ପାଞ୍ଚୋଟି ଲେଖାଏଁ ଦୀପ ଜାଳିବା,ରାମାୟଣ କଥା ଗାନ ଓ ଅଖଣ୍ଡ ଦୀପ ପ୍ରଜ୍ବଳନ ଏବଂ ଉଜାଗର ରହିବାର ବ୍ୟବସ୍ଥା କରାଯାଇଛି।

Post a Comment