କଣ୍ଟାବାଞ୍ଜି ,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସହଯୋଗରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ । ସଫେଇ କର୍ମଚାରୀ ଏବଂ ଅନ୍ୟ ମାନଙ୍କୁ ମିଶାଇ ପ୍ରାୟ ୧୨୦ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ମୁତାବକ ଔଷଧ ମଧ୍ୟ ମାଗଣାରେ ଦିଆଯାଇଥିଲା । ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ପଙ୍କଜ କୁମାର , ଫାର୍ମାସିଷ୍ଟ ଭବାନୀ ଶଙ୍କର ବନଛୋର , ଲ୍ୟାବ ଟେକନିସିଆନ ଜୟଦେବ ଗହିର , ଷ୍ଟାଫନର୍ସ ପ୍ରଭାତୀ ଛତ୍ରିଆ , ସହଯୋଗୀ ଷ୍ଟାଫ ପ୍ରଣତୀ ବାଗ , ସଚିତାନନ୍ଦ କମ୍ପା , ସୂରଜ ମେହେର , ଅତୁଲ୍ୟ ଡାଙ୍ଗ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Post a Comment