କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଆଜି ପୂର୍ବାହ୍ନ ରେ କଣ୍ଟାବାଞ୍ଜି ଠାରେ ଏସୟୁଜେ ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସୟୁଜେ ରାଜ୍ୟ ସମ୍ପାଦକ ମହେନ୍ଦ୍ର ଦର୍ଜି ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବଲାଙ୍ଗୀର ଏସୟୁଯେ ଶାଖା ସାଧାରଣ ସମ୍ପାଦକ ଶରତ ମହାକୁର,ସହ ସମ୍ପାଦକ ରଘୁ ନନ୍ଦନ ସିଂ ଏବଂ ସଭ୍ୟ ସନ୍ତୋଷ କୁମାର ଠାକୁର ଉପସ୍ଥିତ ରହି ସଂଘ ର କାର୍ଯ୍ୟକଳାପ ଉପରେ ସମ୍ୟକ୍ ଆଲୋକପାତ କରିଥିଲେ।ସଂଘର ନୀତି ଆଦର୍ଶ ଉପରେ ଅନୁପ୍ରାଣିତ ହୋଇ କଣ୍ଟାବାଞ୍ଜି ର ଦଶ ଜଣ ସାମ୍ବାଦିକ ଯୁଗଳ କିଶୋର ଶବର,ଲିମାଇ ଚରଣ ମହତ୍,ଧନଞ୍ଜୟ ମହତ୍,ମୀନକେତନ ନିଆଲ,ତୁଳସୀରାମ ଜଗତ,ବିକାଶ ଶର୍ମା, ସୈଲେନ୍ଦ୍ର ଜୈନ,ମୋହନ ସୁନା ଏବଂ ରାକେଶ ସରାଫ ଏସୟୁଯେ ବଲାଙ୍ଗୀର ଶାଖା ରେ ସକ୍ରିୟ ସଭ୍ୟ ଭାବେ ଯୋଗ ଦେଇଥିଲେ।ଆଗକୁ ସଂଗଠନ କୁ ମଜବୁତ୍ କରିବା ପାଇଁ ସମ୍ପାଦକ ଶରତ ମହାକୁର ଆହ୍ୱାନ ଦେଇଥିଲେ।

Post a Comment