କର୍ଲାମୁଣ୍ଡା (ମହେନ୍ଦ୍ର ପ୍ରଧାନୀ) ଅନ୍ତର୍ଗତ,ରିଷିଡା ଗ୍ରାମ ର କାରିଗର ସଂଜୟ ରଣା ଙ୍କ କାରିଗରୀ, ସେଷ ପର୍ଯ୍ୟାୟରେ, ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବିଶ୍ଵକର୍ମା ଗଣେଶ ମୂର୍ତ୍ତି ନିର୍ମାଣରେ ନିମଗ୍ନ, ପାର୍ବଣ ରୁତୁର, ଆଗମନରେ, ଉତ୍ସବ ମୁଖର ହେବାକୁ ଯାଉଛି ,ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ଚଳିତ ସେପ୍ଟେମ୍ବର ୧୭ତାରିଖରେ ବାବା ବିଶ୍ଵକର୍ମା ଙ୍କ ପୂଜା ରହିଥିବାବେଳେ ୧୯ ତାରିଖରେ ପୂଜା ପାଇବେ ବିଘ୍ନ ହର୍ତା, ପ୍ରଭୁ ଶ୍ରୀ ଗଣେଶ ।ଯାହାକୁ ନେଇ କଳାହାଣ୍ଡି ସହରରେ ବିଶ୍ଵକର୍ମା ଏବଂ ଗଣେଶ ମୂର୍ତ୍ତି ନିର୍ମାଣ ରେ ଲାଗି ପଡିଛନ୍ତି ନିମଗ୍ନ କାରିଗର, । ଏପରିକି କାରିଗର ମାନେ ଦିନ ରାତି ଏକ କରି ଛୋଟବଡ଼ ଗଣେଷ ମୂର୍ତ୍ତ ଓ ବିଶ୍ଵକର୍ମା ମୂର୍ତ୍ତି ନିର୍ମାଣ ରେ ବ୍ୟସ୍ତ ହୋଇପଡିଛନ୍ତି । ପରମ୍ପରା ଅନୁଯାୟୀ ବିଶ୍ଵକର୍ମା ପୂଜା ଯାନ୍ତ୍ରିକ ଇଲେକ୍ଟ୍ରିକାଲ ଦୋକାନ ,ଗେରେଜ ଯାନବାହନ ସୋରୁମ, ବସ, ଓ ବିଭିନ୍ନ ଯାନବାହନ ମାନଙ୍କରେ ପୂଜାର୍ଚ୍ଚନା କରାଯାଇଥାଏ । ସେହି ଭଳି ଗଣେଶ ପୂଜାକୁ ଶିକ୍ଷାନୁଷ୍ଠାନ, ଅଫିସ କାର୍ଯ୍ୟାଳୟ ସହର ବା ଗାଁ ମଧ୍ୟରେ ଘରେଘରେ ମହା ଆଡମ୍ବର ସହିତ। ପୂଜାର୍ଚ୍ଚନା କରିଥାନ୍ତି ଯାହା କୁ ନେଇ ମୂର୍ତ୍ତି ର ଚାହିଦା ବେଶ୍ ପ୍ରଭାବିତ, ରହିଥିବାବେଳେ ଅନେକ ଶିଳ୍ପୀ ଏହି ମାଟି ମୂର୍ତ୍ତି ବିକ୍ରି କରି ବେଶ ଅର୍ଥ ଉପାର୍ଜନ କରିଥାନ୍ତି । କର୍ଲାମୁଣ୍ଡା ବ୍ଲକ ସହରଠାରୁ ଧରି ବିଭିନ୍ନ ଗ୍ରାମ ର ସ୍ଥାନ ରେ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ ଗଠନ କାର୍ଯ୍ୟ ମଧ୍ୟ ସେଷ ପର୍ଯ୍ୟାୟରେ ପହଁଚି ଥିବା ଜଣାପଡ଼ିଛି, ପ୍ରାୟ ସମସ୍ତ ନିର୍ମାଣ ଅନୁଷ୍ଠାନରେ ପ୍ରାୟ ଚାରି ରୁ ପାଞ୍ଚ ଜଣ କାରିଗର ନିୟୋଜିତ ରହି ସହଯୋଗ କରୁଥିବା ବେଳେ ମାଟି ଓ ଅନ୍ୟ ପଦାର୍ଥ ରେ ନିର୍ମାଣ ସୁନ୍ଦର ସୁନ୍ଦର ମୂର୍ତ୍ତୀ କରାଯାଉଥିବା କାରିଗର ମାନେ କରିଛନ୍ତି ତେବେ ବଜାରରେ ବିଶ୍ଵକର୍ମା ଏବଂ ଗଣେଶ ମୂର୍ତ୍ତି ତିନିଶହ ଟଙ୍କା ରୁ ଆରମ୍ଭ କରି ଦଶ ହଜାର ଟଙ୍କା ରହିଥିବା କାରିଗର ସଂଜୟ ରଣା କହିଛନ୍ତି।

Post a Comment