ଭୁବନେଶ୍ୱର (ଆଜତକ୍ ଓଡ଼ିଶା) ଭୁବନେଶ୍ୱର ଶାସ୍ତ୍ରୀନଗର ସ୍ଥିତ ସାମାଜିକ ଅନୁଷ୍ଠାନ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ୟୁନିଟ-୨ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ ସେଠାରେ ଥିବା ୪୦ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବନ୍ଧାପନା କରି ରାକ୍ଷୀ ବାନ୍ଧି ଖୁସି ବାଣ୍ଟିଥିଲେ ଓଠରେ ହସ ଭରି ଓ ତା ସହିତ ସକାଳର ଜଳଖିଆର ବ୍ୟବସ୍ଥା କରାଯାଇ ଥିଲା ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ,ଖୁସିର ପର୍ବକୁ ଆମେ ସମସ୍ତେ ମିଳିମିଶି ଖୁସି ମନାଇଲେ ଖୁସି ଦୁଇଗୁଣ ହୋଇଥାଏ ସବୁଠାରୁ ବଡ଼ ସେବା ହେଉଛି ଦୁଃଖୀ ରଙ୍କି ମନରେ ଖୁସି ଭରିବା ତାଙ୍କୁ ସହଯୋଗର ହାତ ବଢ଼ାଇବା ତାଙ୍କର ଉନ୍ନତି ନିମନ୍ତେ ତାଙ୍କ ଜୀବନରେ ପରିବର୍ତ୍ତନ ପାଇଁ,ମାନବ ସେବା ହଁ ଈଶ୍ୱର ସେବା ସେବା ହଁ ଧର୍ମ ସେବା ହଁ କର୍ମ କଲ୍ୟାଣୀ ସେବା ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ ସଦସ୍ୟ ରୋହିତ ମହାନ୍ତି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment