ବାଲେଶ୍ଵର, ୧୩/୯(ଲକ୍ଷ୍ମୀଧର ବାରିକ): ରେମୁଣା ବ୍ଲକ ବଡ଼ପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବି ୟୁ ଏସ୍ ବିଦ୍ୟାପୀଠ କାକବୋରାଇ ଠାରେ ଭାରତୀୟ ଡାକ ସେବାର ଡାକ ମେଳା ନାମରେ ଏକ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ରୂପେ ବଡ଼ପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଇଂ. କମଳ ଲୋଚନ ପଣ୍ଡା, ସମ୍ମାନିତ ଅତିଥି ରୂପେ ଭାରତୀୟ ଡାକ ସେବାର ବାଲେଶ୍ବର ଶାଖାର ସୁପରଭାଇଜର୍ ଶୁଭେନ୍ଦୁ ଦାସ, ଭାରତୀୟ ଡାକ ସେବା ବ୍ୟାଙ୍କର ଶାଖା ପରିଚାଳକ ବିରଞ୍ଚି ନାରାୟଣ ସାମଲ, ରାଜ ନୀଳଗିରି ଡାକସେବା ଅଧୀକାରି ଗିରିଧାରୀ ଧାମୁଡ଼ିଆ ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଡାକ ସେବାର ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଜନସମୁହ ଙ୍କୁ ଡାକ ସେବାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।

Post a Comment