କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଚଟୁଅନକା ଜବାହାରଲାଲ ନେହେରୁ ଆଦିବାସି କ୍ଲବ ଓ ଅଙ୍ଗେନଭାଡ଼ି କେନ୍ଦ୍ର (ଖ) ମିଲିତ ସହଯୋଗରେ ୭୭ ତମ ସ୍ବାଧିନତା ଦିବସ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଆଜତକ୍ ଓଡ଼ିଶା ୱେବ ମେଡିଆ ସମ୍ପାଦକ ତଥା ନେହେରୁ ଆଦିବାସୀ କ୍ଲବ ର ଉପ ସଭାପତି ବିଶିକେସନ ମାଝୀ ଯୋଗ ଦେଇ ପତାକା ଉତୋଳନ କରିବା ସାହ୍ ଜବାହାରଲାଲ ନେହେରୁ ଆଦିବାସି କ୍ଲବ ର ସାମାଜିକ ପ୍ରତିବଦ୍ଧତା କୁ ପ୍ରସଂଶା କରିଥିଲେ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଜବାହଲାଲ ନେହେରୁ ଆଦିବାସି କ୍ଲବ ସଭାପତି ସହଦେବ ମାଝୀ ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପତାକା ଉତୋଳନ ସମୟର ଅଙ୍ଗେନଭାଡ଼ି କେନ୍ଦ୍ର (ଖ) କର୍ମୀ ସଂଗୀତା ବୋଏ କ୍ଲବ ର ସଂପାଦକ ଜନକ ମାଝୀ, କୋଷାଧ୍ୟକ୍ଷ ମୁଖରାମ ମାଝୀ , ଗୋବିନ୍ଦ ମାଝୀ, ରୂପା ମାଝୀ, ଅଭିମନ୍ୟୁ ଛତ୍ରିଆ, ରକି ମାଝୀ, ବବଲୁ ମାଝୀ, କପୂର୍ଚନ ମାଝୀ,ସୁବାଷ ମାଝୀ, ମୋତିରାମ ମାଝୀ ଟଙ୍କ ମାଝୀ , ହେମନ୍ତ ମାଝୀ,ବିଶାଳ ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

Post a Comment