ଢେଙ୍କାନାଳ (ଆଜ ତକ୍ ଓଡ଼ିଶା) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପାଟଲା ଗ୍ରାମର ପଞ୍ଚାୟତରେ ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ତରଫରୁ ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସଭାପତି ପ୍ରଭାତ ବିଶ୍ଵାଳ ଙ୍କ ନେତୃତ୍ଵରେ ପାଟଲା ଅଞ୍ଚଳରେ କିଛି ଦୁଃଖୀ ରଙ୍କି ମାନଙ୍କ ଓଠରେ ହସ ଭରି ଖୁସି ଦେବାକୁ ଚେଷ୍ଟା ଜାରି ଅଛି ଅନୁଷ୍ଠାନ ତରଫରୁ ୧୩ଜଣ ବ୍ୟକ୍ତିଙ୍କୁ ନୂଆ ପୁରୁଣା ବସ୍ତ୍ର ସହିତ ରାଶନ ସାମଗ୍ରୀ ବଣ୍ଟନ କରାଯାଇ ସ୍ୱାଧୀନତା ଦିବସ ଅମୃତ ମହୋତ୍ସବ ପାଳନ ହୋଇଛି,ଛୋଟ ଏକ ପ୍ରୟାସର କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ କହିଛନ୍ତି ଏମିତି ସମାଜର କଲ୍ୟାଣ ନିମନ୍ତେ ସେବା କାର୍ୟ୍ଯ ଆଗକୁ ଜାରି ରହିବ।

Post a Comment