ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଳକ ର ଖରଜୁରା ଗ୍ରାମ ପଞ୍ଚାୟତ ର ବାଘପାଲି ଗାଁର ଜଗବନ୍ଧୁ ମେହେର ଓଡ଼ିଶା ପ୍ରଶାସନିକ ସେବା -୨୦୨୧ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଖରଜୁରା ଗ୍ରାମ ପଞ୍ଚାୟତ ପାଇଁ ଗୌରବ ଆଣି ଦେଇଛନ୍ତି।ତାଙ୍କ ବୟସ ୨୭ ହୋଇଥିବା ବେଳେ ଜଗବନ୍ଧୁ ମେହେର ତାଙ୍କ ରେଙ୍କ ୨୦୬ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ବୋଲି ଜଣା ପଡ଼ିଛି। ତାଙ୍କ ବାପାଙ୍କ ନାଁମ ପୀତବାସ ମେହେର ଓ ମାଙ୍କ ନାମ ଯଜ୍ଞ ମେହେର । ଜଗବନ୍ଧୁ ପ୍ରାଥମିକ ବିଦ୍ୟାଳୟ ସୋନପୁର ସେଣ୍ଟ ଆନି ସ୍କୁଲ ରେ ପଢିଥିଲେ ପରେ ଅଷ୍ଟମ ଠାରୁ ମେଟ୍ରିକ ପର୍ଯ୍ୟନ୍ତ ସମ୍ବଲପୁର ଠାରେ ଅବସ୍ଥିତ ସେଭେନ ହିଲ ସ୍କୁଲ ରେ ପଢିଥିବା ବେଳେ ଯୁକ୍ତ ଦୁଇ ବିଶାଖାପାଟଣା ଠାରେ ଓ ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଠାରେ ପଢ଼ିଥିଲେ। ଦିନକୁ ୮ ରୁ ୧୦ ଘଣ୍ଟା ଧରି ପରିଶ୍ରମ କରୁଥିଲେ ଓ ସେ କୌଣସି କୋଚିଂଗ ସେଣ୍ଟର ରେ ଓଏସ ପାଇଁ କୋଚିଂଗ ନେଉନ ଥିଲେ ନିଜେ ଘରେ ପଢି ଏହି ସଫଳତା ହାସଲ କରିଥିବା ବେଳେ ଗରିବ ଲୋକମାନଙ୍କ ପାଇଁ ଓ ସମାଜ ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ କାମ କରିବି ବୋଲି ତାଙ୍କ ପ୍ରତିକ୍ରିୟା ଜଣାଇଛନ୍ତି।

Post a Comment