ଖୋର୍ଦ୍ଧା ୧୮/୮ (ନିମାଇଁ ମହାରଣା) ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତର କଙ୍କଣହାର ଗ୍ରାମର ଶିବଙ୍କ ମନ୍ଦିର ପୂର୍ବରୁ ଏହି ବିଦୁତ୍ ଟ୍ରାନଷ୍ଫର୍ମର ବିନା ପାଚେରି ଏବଂ ଲୋକମାନଙ୍କ ପ୍ରତି ବିପଦ ଅବସ୍ତାରେ ଅଛି, ତେଣୁ କେତେବେଳେ ବିପଦକୁ ଟାଣିଆଣିବ କହିହେବନାହିଁ, ତେଣୁ ୟେ ବିଷୟରେ ଅଗଷ୍ଟ । ତାରିଖରେ ଜଣେ ସମାଜ ସେବୀ (ନିମାଇଁ ମହାରଣା) ଯାହାକୁ ଖୋର୍ଦ୍ଧା ଟୁଇଟର ବୟେ ବୋଲି ଲୋକେ ଜାଣନ୍ତି ସେ ନିଜେ ଟୁଇଟ୍ ମାନ୍ଦ୍ୟମରେ ଟାଟା ବିଦୁତ୍ ବିଭାଗୀୟ ଅଧିକାରୀଙ୍କୁ ଅବଗତି କରାଇ ଥିଲେ, ହେଲେ ବିଦୁତ୍ ବିଭାଗର ୟେ କିପ୍ରକାରର ଦାୟୀତ୍ୟୋ ହୀନତା, ଏପର୍ଯ୍ୟନ୍ତ ପାଚେରି କରିବା ତ ଦୂରକଥା ଅଭିଯୋଗ ପରେ ସେ ଜାଗାକୁ ତଦନ୍ତ ପାଇଁ ମଧ୍ୟ ଯାଇନାହାନ୍ତି ବିଭାଗୀୟ ଅଧିକାରୀ, ନା କିଛି ଅଘଟଣ ଘଟିଲା ପରେ ବିଦୁତ୍ ବିଭାଗର ଚେତା ପଶିବ, ତେଣୁ ଏହି ସମସ୍ୟା କୁ ନେଇ ଆଖ ପାଖ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଅନୁରୋଧ କରିଛନ୍ତି ଏହି ବିଦୁତ୍ ଟ୍ରାନଷ୍ଫର୍ମର ଚାରି ପାଖେ ପାଚେରି ସହିତ ଗେଟ୍ ଲଗାଇବା ପାଇଁ

Post a Comment