ବିଦ୍ୟାରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ


ବାଲେଶ୍ଵର,୨/୮(ଲକ୍ଷ୍ମୀଧର ବାରିକ) ସଦର ବ୍ଲକ ସାର୍ଥାରେ ଅବସ୍ଥିତ ବିଦ୍ୟା ଟ୍ୟୁଟୋରିଆଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଅଛି। ଅଧ୍ୟାପକ ସମ୍ଭୁନାଥ ପାଲଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ବିଦ୍ୟାର ପ୍ରତିଷ୍ଠାତା ବିଦ୍ୟୁତ ରଞ୍ଜନ ମହାନ୍ତି, ଅଧ୍ୟାପକ ଅନୀଲ କୁମାର ଭୂୟାଁ, କାର୍ତ୍ତିକ ଚନ୍ଦ୍ର ଦାସ, ସୁଶାନ୍ତ ମହନ୍ତ, ଶତ୍ରୁଘନ ସାମନ୍ତ, ବିକାଶ ଦାସ, ସତ୍ୟସୁନ୍ଦର ମୈକାପ, ଗଣେଶ ମଲ୍ଲିକ, କାହ୍ନୁଚରଣ ପ୍ରଧାନ ପ୍ରମୁଖ ମାର୍ଗଦର୍ଶନ କରିଥିଲେ।ଏହି ଅବସରରେ +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉପହାର ଦେଇ ସ୍ୱାଗତ କରିଥିଲେ।

Post a Comment

Previous Post Next Post