ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଆଦିବାସୀ ସଂଗ୍ରାମ ସମିତି ଙ୍କ ନିଷ୍ପତି କ୍ରମେ ପ୍ରଥମ ଥର ପାଇଁ ଆଦିବାସୀ କର୍ମଚାରୀ ଭବନ ଭବାନୀପାଟଣା ଠାରେ ୭୭ତମ ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ୨୦୨୩ ଙ୍କୁ ଅତି ଧୂମଧାମ ରେ ପାଳନ କରାଯାଇଥିଲା । ଉକ୍ତ ସ୍ୱାଧୀନତା ଦିବସରେ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ର ସଭାପତି ଶ୍ରୀ ଜୟ କୁମାର ମାଝୀ,ସମ୍ପାଦକ ଶ୍ରୀ କୁରେଶ୍ୱର ମାଝୀ, କୋଷଧ୍ୟକ୍ଷ ଶ୍ରୀ ସଦନ ମାଝୀ, ସଭା ସଂଗଠକ ମନପତି ଯାନୀ, ତଥା ନିତ୍ୟାନନ୍ଦ ମାଝୀ,ଓ ଧନେଶ୍ୱର ମାଝୀ, ଏବଂ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ନବକିଶୋର ମାଝୀ,ପୂର୍ବତନ କୋଷାଧ୍ୟକ୍ଷ, ଶୁକୃ ରାଠୋର, କ୍ଷମାନିଧି ନାଏକ, ଶଙ୍କର ଷଣ ଭୂୟାଁ, ଏବଂ ଅନ୍ୟନ୍ୟ ବିଶିଷ୍ଠ ବ୍ୟକ୍ତି ଗଣ ଯୋଗଦେଇଥିଲେ । କର୍ମଚାରୀ ସଂଗ୍ରାମ ସମିତି ର ସଭାପତି ଜୟକୁମାର ମାଝୀ ଙ୍କ ନିର୍ଦେଶ କ୍ରମେ ଶ୍ରୀ ନବକିଶୋର ମାଝୀ ପତାକା ଉତ୍ତୋଳନ କରି ଅବିଭାଷଣ ରଖିଥିଲେ ।

Post a Comment