ଜଳେଶ୍ବର,୧୪/୮(ଜଗନ୍ନାଥ ଗୋଛାୟତ) ଦେଶ ସ୍ୱାଧୀନତାର ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି "ଆଜାଦି କା ଅମୃତ ମହୋତ୍ସବ" ପାଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ହର୍ ଘର ତ୍ରିରଙ୍ଗା ମାଧ୍ୟମରେ ସାରା ଭାରତବର୍ଷର ପ୍ରତ୍ୟେକ ବାସଭବନରେ ଜାତୀୟ ପତାକା ଲଗାଇବାର ଆହ୍ୱାନ ଦେଇଛନ୍ତି । ତ୍ରିରଙ୍ଗା ଆମ ଗର୍ବ ଓ ଗୌରବ ଯାହା ପ୍ରତ୍ୟେକ ଭାରତବାସୀଙ୍କୁ ଏକତା ଭାବନାରେ ବାନ୍ଧି ରଖିଥାଏ। ଜଳେଶ୍ଵର ସହରର ଷ୍ଟେସନ ବଜାରରେ ଆଜି ଭାଜପା ନଗର ପକ୍ଷରୁ ଜାତୀୟ ପତାକା ପ୍ରଦାନ କରି ନିବେଦନ କଲୁ କି ଆଜିଠାରୁ ଆଗାମୀ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତେ ହର ଘର ତ୍ରୀରଙ୍ଗା ଅଭିଯାନରେ ସାମିଲ ହୋଇ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିବେଦନ କଲୁ । ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ତଥା ସାଂସଦଙ୍କ ପୌର ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ୱାର୍ଡ ସଭାପତି ଖୋକନ ଘୋଷ, ନଗର ସମ୍ପାଦକ ଦୀପକ ଚୌରାସିୟା,ଅଜୟ ପାତ୍ର, ସତ୍ୟମ ଦାସ, ଜୟଶଙ୍କର ବେହେରା, ରାମ ପାତ୍ର, ଅଭଦେଶ ଶର୍ମା, ପିଣ୍ଟୁ ଭୂୟାଁ, ବିଶ୍ୱଜିତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment