ବଙ୍ଗିଦା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍ଵାଧୀନତା ଦିବସ ପାଳନ


ଖୋର୍ଦ୍ଧା ୧୫/୮ (ନିମାଇଁ ଚରଣ ମହାରଣା) ବଙ୍ଗିଦା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍ଵାଧୀନତା ଦିବସ ପାଳନ ହୋଇ ସାରିଛି, ଏବଂ ସେଥିରେ ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନୋରମା ଦେବୀ ଜାତୀୟ ପତକା ଉତ୍ତୋଳନ କରିଥିଲେ, ଏବଂ ତାହା ସହିତ କୁନି କୁନି ଛାତ୍ର ଛାତ୍ରୀ ମାନେ ଗ୍ରାମ ବୁଲିବା ସହ ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହିତ କିଛି ବିସ୍କେଟ ମିଠା ବଣ୍ଟନ ହୋଇଥିଲା ଏବଂ କୁନି କୁନି ପିଲା ମାନେ ଖୁସି ଉଲାସରେ ସ୍ଵାଧୀନତା ଦିବସ ଟିକୁ ପାଳନ କରିଛନ୍ତି।

Post a Comment

Previous Post Next Post