ଜଳେଶ୍ବର,୪/୮(ଜଗନ୍ନାଥ ଗୋଛାୟତ) ଆଜି ରବୀନ୍ଦ୍ର ଜେନା ତଥା ପ୍ରାକ୍ତନ ବାଲେଶ୍ଵର ସାଂସଦ ବର୍ତ୍ତମାନର ଖୋର୍ଦ୍ଧା ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଜେନାଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳ ଜଳେଶ୍ଵର ପକ୍ଷରୁ ତାଙ୍କ ଦୀର୍ଘାୟୁ ଓ ଉଜ୍ଜଳ ରାଜନୈତିକ ଭବିଷ୍ୟତ ପାଇଁ ଜଳେଶ୍ଵର ଛମୌଜ ପାବନ କ୍ଷେତ୍ର ଠାରେ ପୂଜା ଅର୍ଚନା ସହିତ ସମସ୍ତଙ୍କୁ ପ୍ରସାଦ ସେବନ ଓ ଗୋପୀମୋହନ ଗ୍ରାମ ପଞ୍ଚାୟତ ବାସୁଳୀଆ ଆଦିବାସୀ ସାହି ଏବଂ ଆରୁହା ଗ୍ରାମ ପଞ୍ଚାୟତର ବାଲିଆ ସାହି ଠାରେ କୁନି କୁନି ପିଲାମାନଙ୍କ ସହିତ କେକ୍ କାଟି ସେମାନଙ୍କୁ ମିଠା,ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୂର୍ବତ୍ତନ ବ୍ଲକ ଉପାଦକ୍ଷ ବ୍ରଜମୋହନ ପ୍ରଧାନ, ଭୂପତି ମିର୍ଦ୍ଧ। ,ସୁଧୀର ପତ୍ର,ରାଜେନ୍ଦ୍ର ପତ୍ର, ରାଜେଶ ଜେନା, ଲକ୍ଷ୍ମୀଧର ବେହେରା, ସତ୍ୟଶୋଭନ ମିଶ୍ର, ଚନ୍ଦନ କର, ରାସବିହାରି ରଣା,ହସିରୁଦିନ ବକ୍ସ,ଦୀନବନ୍ଧୁ ସାହୁ,ନିର୍ମଳ ରାଜ,ଶ୍ରୀକଣ୍ଠ ମହାନ୍ତି,ଅରବିନ୍ଦ ସାହୁ, ସୁଜିତ କାମିଳା,ଚିନ୍ମୟ ପ୍ରାମାଣିକ, ସନ୍ତୋଷ ଭୂୟାଁ, ଗୋପୀକୃଷ୍ଣ ପ୍ରଧାନ ଅନ୍ୟ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଥିଲେ।

Post a Comment