ବାଲେଶ୍ଵର,୧୮/୭(ଲକ୍ଷ୍ମୀଧର ବାରିକ) ଉତ୍ତରଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବରଙ୍କ ଠାରେ ଆଜି କାଉଡିଆମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ଭୋଲା ବାବା ପାର କରେଗା ,ବୋଲ ବମ ହର ହର ବମ ,ଜଟାଧାରୀ ପାର କରେଗା,ଓଁ ନମଃ ଶିବାୟ ଧ୍ବନିରେ ବାବାଙ୍କ ପୀଠ ଭକ୍ତିମୟ ହୋଇପଡିଥିଲା।ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ବାବାଙ୍କୁ ଜଳାଭିଷେକ କରିଛନ୍ତି ।ବିଭିନ୍ନ ଦୂରଦୂରାନ୍ତରରୁ କାଉଡିଆ ଭକ୍ତମାନେ ନଦୀମାନଙ୍କରୁ ଜଳ ଆଣି ବାବାଙ୍କ ଉପରେ ଜଳାଭିଷେକ କରିଛନ୍ତି ଭକ୍ତମାନେ।ଯେତେ ସମୟ ବଢୁଥାଏ ଭକ୍ତମାନଙ୍କ ସମାଗମ ସେତେ ବଢିବା ଦେଖିବାକୁ ମିଳିଥିଲା। ଯେତେ କଷ୍ଟ ହେଲେ ମଧ୍ୟ ବାବା ସମସ୍ତଙ୍କ ଦୁଃଖକଷ୍ଟ ଲାଘବ କରିଦିଅନ୍ତି ବୋଲି କହିଛନ୍ତି ଭକ୍ତମାନେ। ବାବାଙ୍କୁ ଜଳାଭିଷେକ କଲେ ସମସ୍ତଙ୍କ ମନାସ୍କାମନା ପୁରଣ ହୁଏ ବୋଲି ଲୋକମତ ରହିଛି।

Post a Comment