"ସ୍ରଷ୍ଟା" ସଂଗଠନ ଓ କଟକ ରେଲୱେ ମିଳିତ ସହଯୋଗ ରେ ରେଲୱେ ପାର୍କ ରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ


କଟକ : (ଆଜ ତକ୍ ଓଡ଼ିଶା) ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସ୍ରଷ୍ଟା" ଓ କଟକ ରେଲୱେ ମିଳିତ ସହଯୋଗ ରେ ରେଲୱେ ପାର୍କ ରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ କଟକ ଆର .ପି.ଏଫ ଥାନା କର୍ତ୍ତୁପକ୍ଷ ସର୍ବଶ୍ରୀ ଆଇ.ଆଇ.ସି. ଶ୍ରୀଯୁକ୍ତ ଅନିଲ କୁମାର ସିଂହ, ଏସ. କେ.ପାଣିଗ୍ରହୀ , ଏସ. ଆର. ସାହୁ , ଆର. ମହାପାତ୍ର, ରୋଜି ମହାନନ୍ଦା, ମନୋଜ ସାହୁ, ବଳଭଦ୍ର ନାୟକ, ଏବଂ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସ୍ରଷ୍ଟା"ର ଯୁଗ୍ମ ସମ୍ପାଦକ ଶ୍ରୀ ସୋମିତ୍ରୀ ଦାଶ ଙ୍କ ମିଳିତ ସହଯୋଗ ରେ କଟକ ରେଲୱେ ପାର୍କ ରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପୁନଃ "ସ୍ରଷ୍ଟା" ସଂଗଠନ ବୃକ୍ଷରୋପଣ କାର୍ଯକ୍ରମକୁ ଅଗ୍ରାଧିକାର ଭିତ୍ତିରେ କଟକ ସହର କୁ ସବୁଜ ସୁନ୍ଦର କରିବାରେ ସହଯୋଗ ର ପ୍ରତିଶୁତି ଦେଇଥିଲେ।

Post a Comment

Previous Post Next Post