ସୁବର୍ଣ୍ଣପୁର (ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ବର ଯୁବକ ସଂଘ ତରପ୍ ରୁ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯକ୍ରମ କୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି ସଂଯୋଜନା କରିଥିଲେ। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଲୁଣ୍ଡା ହସ୍ପିଟାଲ୍ ର DEO ରାଜେନ୍ଦ୍ର କୁମାର ଦେହୁରୀ ସମସ୍ତ ଙ୍କୁ ଶପଥ ପାଠ କରାଇ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବା ପାଇଁ ମତ ରଖିଥିଲେ। ସଂଘର ସମସ୍ତ ସତସ୍ୟ ସୁଶାନ୍ତ ଥନାପତି, , , ମନୋଜ ଥନାପତି,ବିନୋଦ ଥାନା ପତି, ମୋନୋଜ ପଧାନ, ହୃଷି ପଧାନ, ଆଦେଶ ଥାନାପତି,ଚିତ୍ତରଞ୍ଜନ ଦେହରୁ ,ମାନସ ପୁରୋହିତ , ସରୋଜ ପଧାନ ତଥା ଗ୍ରାମବାସୀ ଉପସ୍ଥିତ ରହି ସହୋଜକ କରିଥିଲି।ଏହି କାର୍ଯକ୍ରମ କୁ ବ୍ୟାସଦେବ ଜାନୀ ପରିଚାଳନା କରିଥିବାବେଳେ ସିକୁନ ଥନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment