ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଖେଳପଡିଆ ରେ ସିନାପାଲି ଭଲି କ୍ଳବ୍ ପକ୍ଷରୁ ରାତ୍ରୀକାଳୀନ ଏକଦିବସୀୟ ନକ ଆଉଟ୍ ଭଲିବଲ୍ ତୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫରଙ୍ଗ ଓ ବଙ୍ଗୋମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା ଶେଷରେ ଫରଙ୍ଗ ଦଳ ବଙ୍ଗୋମୁଣ୍ଡା ହରାଇ ଚାମ୍ପିଅନ ହୋଇଥିଲା ।ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଅଞ୍ଚଳର ଅନେକ ଖେଲପ୍ରେମି ରାତିସାରା ଖେଳ ଉପଭୋଗ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ ଜୈନ (ଜୈନ ତେରାପନ୍ଥ ସଭା ସଭାପତି ନୂଆପଡ଼ା ଓଡ଼ିଶା ବିଶିଷ୍ଟ ସମାଜ ସେବୀ) ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଶ୍ରୀମତୀ ମୀନା ଘିଭେଳା (ବ୍ଲକ୍ ଉପାଧ୍ୟକ୍ଷା),ଶ୍ରୀଯୁକ୍ତ ମନିସ କୁମାର ପଟେଲ (ସମିତି ସଂଘ ସଭାପତି), ଶ୍ରୀଯୁକ୍ତ ଲିଙ୍ଗରାଜ ଘିଭେଲା(ପୂର୍ବତନ ଜିଲ୍ଲାପରିଷଦ) ଶ୍ରୀମତୀ ମନ୍ଦାକିନୀ ବାଘେଲ(ଡବ୍ଲୁ ଓ ଡିଶି),ଶ୍ରୀଯୁକ୍ତ ସନ୍ତୋଷ କୁମାର ସୁନାନି(କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ) ଶ୍ରୀଯୁକ୍ତ ଲଳିତ ସୁନାରି(ସିନାପାଲି ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ), ଶ୍ରୀଯୁକ୍ତ ପୀୟୂଷ ପଟେଲ (ସମାଜସେବୀ) ଶ୍ରୀଯୁକ୍ତ ଶୈଳେଶ ପଟେଲ(ସମାଜସେବୀ), ଶ୍ରୀଯୁକ୍ତ ରଜନୀକାନ୍ତ ମାଝି (ଖେଳପ୍ରେମି) ଶ୍ରୀଯୁକ୍ତ ବିଷ୍ଣୁ ସୁନାରି (ସମାଜସେବୀ) ଶ୍ରୀଯୁକ୍ତ ଦଇତାରୀ ମେହେର (ସମାଜସେବୀ),ଶ୍ରୀଯୁକ୍ତ ଅଜିତ ଯୋଶୀ (ବରିଷ୍ଟ ସାମ୍ବାଦିକ) ଭଲୀବଲ୍ ଟୁର୍ଣାମେଣ୍ଟ ସଭାପତି ଶ୍ରୀ ଜଗନ୍ନାଥ ସାଗର, ଉପ ସଭାପତି ଗଣେଶ ସାଗର, କୋଷାଧ୍ୟକ୍ଷ ସାକିର ଖାଁ ଖେଳ ପରିଚାଳନା କରିଥିଲେ ଭରତ ଓ ଶଙ୍କର, ବିବରଣୀ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ଅରୁଣ ଗଡ଼ତିଆ ଓ ଶ୍ରୀଯୁକ୍ତ ନରେଶ କୁମାର ମାଝୀ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଭାସ୍କର ମାଝି।

Post a Comment