ଢ଼େଙ୍କାନାଳ (ଆଜତକ୍ ଓଡ଼ିଶା) ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ନବକିଶୋରପୁର ପଞ୍ଚାୟତର ବସନ୍ତିଆ ମୁଖ୍ୟ ରାସ୍ତାରୁ ହରିଜନ ସାହିକୁ ରାସ୍ତା ନଥିବାରୁ ଢ଼େଙ୍କାନାଳ ଜିଲ୍ଲାର ସଂଯୋଜକ ବିନୟ କୁମାର ନାଏକଙ୍କ ଟୁଇଟର ଗ୍ରିଭାନ୍ସ ଚିଠି ନଂ @BinayakumarNa17 / ୩୧୮୪ ରେ ଅନୁଯାୟୀ ପଞ୍ଚାୟତରେ କୌଣଷି ଅନୁସୂଚୀତ ଜାତି ନାହିଁ ବୋଲି ଏବଂ ଭଲ ରାସ୍ତା ସବୁ ଗ୍ରାମକୁ ଅଛି ବୋଲି ବିଡ଼ିଓ ଏକ ମିଥ୍ୟା ରେପୋର୍ଟ ଦେଇଥିଲେ । କିନ୍ତୁ ଏହାର ଉତ୍ତର Twitter ବୟ ବିନୟ ପୁନର୍ବାର ଆଉ ଥରେ grivance ରେ କଡ଼ା ଜବାବ ରଖିଥିଲେ । ଦେଇଥିବା grivance ଚିଠି ନଂ ୩୫୦୫ ରେ ଉଚ୍ଚ ସ୍ତରୀୟ ତଦନ୍ତ ଅନୁଯାୟୀ ଏକ MGNERGS ରାସ୍ତା ଓଡର କରାଗଲା କିନୁ ଏବେ ରାସ୍ତା ଅଧାପାହାନ୍ତିଆରେ ଅଛି । ସବୁଠୁ ଦୁଃଖ ଏବଂ ପରିତାପର ବିଷୟଯେ ସେହି ଅଧା କରିଥିବା ରାସ୍ତା ୫ ଲକ୍ଷ୍ୟ ଟଙ୍କା ବଜେଟ ଥାଇ ମଧ୍ୟ ଅତି ନିମ୍ନମାନର କାମ ହେଇଚି ତା ପୁଣି ବିନା ବାଲି ଏବଂ ବିନା ରୋଲିଂରେ କାମହେଇ JE ବିଲ କରିଛନ୍ତି । ଖଇରାବାହାଳି ହରିଜନସାହି କୁ ସରକାରଙ୍କ ର ଏତେ ଅଣଦେଖା କାହିଁକି । JE ନିମ୍ନମାନର କାମ କରିଥିବା ରାସ୍ତାକୁ ଉଚ୍ଚ ସ୍ତରୀୟ ତଦନ୍ତକରି JEଙ୍କ ବିରୋଧରେ ଦୁଢ଼କାର୍ଯ୍ୟ ଅନୁଷ୍ଠାନ ଗ୍ରହଣକରି ହରିଜନ ବାସିନ୍ଦାଙ୍କୁ ରାସ୍ତା ଦିଆଯାଉ ।

Post a Comment