ବାଲେଶ୍ଵର,୧୭/୭ (ଲକ୍ଷ୍ମୀଧର ବାରିକ) ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ସପ୍ତମ ଅଧିଷ୍ଠାନ ଦିବସ ଅନୁଷ୍ଠିତ ହେଇଯାଇଛି l ନୂତନ ସଭାପତି ଜୟନ୍ତ କୁମାର ରଣା, ସମ୍ପାଦକ ଗୌରହରି ମଲ୍ଲିକ ଏବଂ ନୂତନ ବୋର୍ଡ଼ କମିଟି ଉପସଭାପତି ତାପସ ପ୍ରଧାନ,ସହ ସମ୍ପାଦକ ନିର୍ମଳ ମୁଖାର୍ଜୀ, କାର୍ଯ୍ୟକ୍ରମ ଅଧକ୍ଷ ନିରଞ୍ଜନ ମହାନ୍ତି, ଫାଉଣ୍ଡେସନ ଅଧକ୍ଷ ବିଜୟ କେତନ ବିଶ୍ୱାଳ, ମେମ୍ବରସିପ ଅଧକ୍ଷ ସତ୍ୟମ ମିଶ୍ର, ପବ୍ଲିକ ଇମେଜ ଅଧକ୍ଷ ସିମିତ ମହାନ୍ତି କଷାଦକ୍ଷ ମନୋରଞ୍ଜନ ରାଉତ, ଉପଦେଷ୍ଟା ଲକ୍ଷ୍ମୀକାନ୍ତ ସ୍ୱାଇଁ, ସାଜେଣ୍ଟ ଅର୍ମ ଅର୍ପିତା ମହାପାତ୍ର ଶପଥ ନେଇଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ସନମାନ୍ନୀତ ଅତିଥି ଭାବେ ରୋଟାରୀ ପୂର୍ବତନ ଜିଲ୍ଲା ଗୋଭର୍ଣ୍ଣର ଦିଲୀପ ପଟନାୟକ, ଅନ୍ୟତମ ଅତିଥି ରୋଟାରୀ ଏସ୍ସିଟାଣ୍ଟ ଗୋଭର୍ଣ୍ଣର ଇଂ ସୌରଭ କୁମାର ବେହେରା ଯୋଗଦେଇଥିଲେ ଗତବର୍ଷ ସଭାପତି ଦେବାଶିଷ ମିଶ୍ର ଓ ସମ୍ପାଦକ ଅବିନାଶ ପାଣିଗ୍ରାହୀ ଅଧୀନରେ କ୍ଲବ ସମାଜ ପାଇଁ ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିଥିଲା ତାହା ପରିବେଷଣ କରାଯାଇଥିଲା ଏବଂ ଏ ବର୍ଷ ସମାଜ ପାଇଁ କଣ କାର୍ଯ୍ୟ କରାଯିବ ନୂତନ ସମ୍ପାଦକ ଉପସ୍ଥାପନା କରିଥିଲେ ଅତିଥି କ୍ଲବ ର କାର୍ଯ୍ୟକ୍ରମ ର ଖୁବ ପ୍ରଶଂସା କରିବା ସହ ନୂତନ କମିଟି କୁ ଅଭିନନ୍ଦନ ଜଣାଇ ଥିଲେ ଏହି କାର୍ଯ୍ୟକ୍ରମ ରେ କ୍ଲବର ପ୍ରଦୀପ୍ତ ସେନାପତି, ସପନ ବେହେରା, ଗୋକୁଳ ବେହେରା, ମୃତ୍ୟୁଞ୍ଜୟ ରାଉତ, ରାଜୀବ ଦାସ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।

Post a Comment