ହିନ୍ଦୋଳ (ଆଜତକ୍ ଓଡ଼ିଶା)ଛୋଟ ଏକ ପ୍ରୟାସ ସ୍ବେଛାସେବୀ ସଂସ୍ଥାନ ଦ୍ଵାରା ବନମହୋତ୍ସବ ପାଳନ। ବନମହୋତ୍ସବ ସପ୍ତାହ ଚାଲିଥିବା ବେଳେ ଛୋଟ ଏକ ପ୍ରୟାସ ସ୍ବେଛାସେବୀ ସଂସ୍ଥାନ ଦ୍ଵାରା ହିନ୍ଦୋଳ ନିକଟରେ ବୃକ୍ଷ ରୋପଣ କରାଯାଇଛି। ସଂସ୍ଥାନ ର ସଭାପତି ପ୍ରଭାତ ବିଶ୍ଵାଳ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ କାର୍ତ୍ତିକ ସାମଲଙ୍କ ଦ୍ଵାରା ବୃକ୍ଷରୋପଣ ଆରମ୍ଭ ହୋଇଥିଲା ଓ ସପ୍ତାହ ଧରି ଚାଲୁରହିବ ବୋଲି ସଂସ୍ଥାନ ପକ୍ଷରୁ ନିଷ୍ପତି ନିଆ ଯାଇଛି।

Post a Comment