ନୂଆପଡ଼ା ୨୩/୦୭(ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାର ର ଚାରିଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା (୪୦) ନିଜ ଜମି କୁ ଆଜି ସକାଳ ସମୟ ରେ ଯାଇଥିଲେ । ସେଠାରେ ଛତୁ ଥିବାର ଦେଖି ଘରକୁ ଆଣି ରୋଷେଇ କରି ନିଜେ ପଦ୍ମାବତୀ ,ପୁଅ ଭୋଜରାଜ (୧୭),ଝିଅ ସୀମା(୦୯),ପଦ୍ମାବତୀ ଙ୍କ ଭାଇର ଝିଅ ପ୍ରାଚୀ ଖାଇଥିଲେ । ବିଷାକ୍ତ ଛତୁ ଥିବା ରୁ ଚାରିଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ୱାମୀ ଟଙ୍କଧର କାମ କରିବା ପାଇଁ ବାହାର କୁ ଯାଇଥିଲେ । ଖବର ପାଇ ଘରକୁ ଆସି ଅସୁସ୍ଥ ଥିବା ପରିବାର କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଲୟ ରେ ଭର୍ତି କରିଥିଲେ । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

Post a Comment