ଭବାନୀପାଟଣା ୦୫/୭ (ଶ୍ୟାମସୁନ୍ଦର ମାଝୀ) ଧର୍ମଗଡ ବ୍ଲକ ପିପଲା ଆଞ୍ଚଳିକ ଯାଦବ ମହାସଭା ଗଠନ ହୋଇଯାଇଛି ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଗଡିଆଜୋର୍ ପଞ୍ଚାୟତ ପିପଲା ବାଲାଜୀ ମନ୍ଦିର ଠାରେ ଗଡିଆଜୋର୍ ପଞ୍ଚାୟତ ର ପିପଲା ଗଡିଆଯୋର୍ ଟୁରି ହଳଦୀ ଆମ୍ବଗୁଡ଼ା କୁ ନେଇ ଗଠିତ ହେଇଥିଲା । ଆଞ୍ଚଳିକ ଯାଦବ ମହାସଭା ପିପଲା ଏହି ଆଞ୍ଚଳିକ ଯାଦବ ମହାସଭା ର ସଭାପତି ଭାବେ ସମାଜସେବୀ କାର୍ତ୍ତିକ ଛତ୍ରିଆ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ । ସାଧାରଣ ସମ୍ପାଦକ ଉପେନ୍ଦ୍ର ବାଗ ହୋଇଥିବା ବେଲେ କୋଷାଧ୍ୟକ୍ଷ ଦେବୀ ପ୍ରସାଦ ଗୋପାଳ,ଉପସଭାପତି ଯୁଗେଶ୍ୱର୍ ଭାଟି,ସହ-ସମ୍ପାଦକ ଉମାକାନ୍ତ ବାଗ,ସଭାର ସଭାପତି ଭାବେ ବ୍ଲକ ସଭାପତି ଶଙ୍କର ପ୍ରସାଦ ଯୁଏଡ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବଡଘୁମର ଆଞ୍ଚଳିକ ସଭାପତି ନିରାକାର ଗୋପାଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଯାଦବ ମହାସଭା ର ଉପସଭାପତି ଡାକେସ୍ୱର୍ ଲହଜଲ୍, ଧର୍ମଗତ ବ୍ଲକ୍ ଯୁବ ସଭାପତି ଲବଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚପରିଚାଳନା ବ୍ଲକ୍ ସମ୍ପାଦକ ପତିରାମ୍ ହଂସ କରିଥିବା ବେଳେ ଗୋଲେଖ ଚନ୍ଦ୍ର ଗୋପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment