ଜଳେଶ୍ୱର,-୧୪/୭ (ଜଗନ୍ନାଥ ଗୋଛୟତ) ଦିନକୁ ଦିନ ଦେଶରେ ଦୁର୍ନିତି ବଢ଼ିବାରେ ଲାଗିଛି । ଯାହାଫଳରେ ଜଣେ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛି।ଯାହାକୁ ନେଇ ଆଜି ଅପରାହ୍ନରେ ଜଳେଶ୍ଵର ସହରର ଭଞ୍ଜଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ବିଶ୍ୱାସର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପରିଡାଙ୍କ ଆବାହାକତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ସଚ୍ଚିଦାନନ୍ଦ ଦାସ ,ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ଅରୁଣ କୁମାର ଵେଜ୍, ଦିଲ୍ଲିପ କୁମାର ଗିରି, ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ଆଇନଜୀବୀ ସୁକୁମାର ରଣା,ସଚ୍ଚିଦାନନ୍ଦ ଦାସ,ବାବୁ ଚରଣ ଜେନା ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ ସଙ୍ଗଠନ ଦଳ ମତ ନିର୍ବିଶେଷରେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ।ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସମସ୍ତ ୩୫ଟି ପଞ୍ଚାୟତ ଓ ପୋୖରାଞ୍ଚଳରେ ଅବସ୍ଥିତ ସମସ୍ତ ସରକାରୀ ବ୍ୟବସ୍ଥାର ଦୁର୍ନୀତିର ଉନ୍ମୋଚନ କରିବା ସହିତ ପୀଡ଼ିତଙ୍କ ନ୍ୟାୟ ପାଇଁ ସଂଗ୍ରାମ କରିବାକୁ ସଙ୍ଗଠନ ପ୍ରତିଶ୍ରୁତିବଦ୍ଧ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଦୁର୍ନୀତି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଆଇନଗତ ସହାୟତା ସହିତ ସଠିକ ମାର୍ଗଦର୍ଶନ ଏବଂ ସେମାନଙ୍କର ଅଧିକାର ପାଇଁ ଲଢ଼ିବାକୁ ଏହି ଜାଗ୍ରତ ଜଳେଶ୍ୱର ସହାୟକ ହେବ ବୋଲି କର୍ମକର୍ତ୍ତା ମାନେ ଆଶା ପ୍ରକାଶ କରିଥିଲେ।

Post a Comment