ବୋଲୋରୋକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ୍ୟୁ ଜଣେ ଗୁରୁତ୍ୱର


ସିନ୍ଧେକେଲା (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲାଥାନା ଅନ୍ତର୍ଗତ ଚାନ୍ଦୋତରା ଗାଁ ଚାରିଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଘଟଣା ରେ ଜନେ ମୃତ୍ୟୁ ହୋଇଥିବା ବେଳେ ଚାଲକ ଗୁରୁତର ଆହତ ହୋଇଥିଲେ। ଖଡ଼ିଆଳ ଭବାନୀପାଟଣା ୧୬ ନମ୍ବର ରାଜ୍ୟ ରାଜପଥଠାରେ ଭୋର ସକାଳୁଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଖଡ଼ିଆଳ ପଟୁ ଆସୁଥିବା ଟ୍ର ବୋଲୋରୋ କୁ ଧକ୍କା ଦେବା ଫଳରେ ବୋଲେରୋ ଆସୁଥିବା ଜନେକ ମୃତ୍ୟୁ ହୋଇଥିବା ବେଳେ ଜଣ ଗୁରୁତ୍ୱ ଙ୍କୁ ଭବାନୀପାଟଣାର ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପାଇଁ ଅଣା ଯାଇ ସ୍ଥାନାନ୍ତରିତ କରିଥିଲେ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଦାବିରି ଗୁଡା ଗାଁର ଭକ୍ତ ନାଏକ ବୟସ- ଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସାଧିନ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଜଣା ପଡ଼ିଛି। ଅନ୍ୟ ପଟେ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଜଣା ଯାଇଛି।

Post a Comment

Previous Post Next Post