ପୁରାତନ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଅଳିଆ ଆବର୍ଜନା ଭରପୁର, ସଫେଇ ନେଇ ଦାବୀ


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପୁରାତନ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଅଳିଆ ଆବର୍ଜନା ଭରପୁର, ସଫେଇ ନେଇ ଦାବୀ ହେଉଅଛି। ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖ ରେ ପୁରାତନ  ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥିତ। ଏହି ପରିସର ମଧ୍ୟରେ ସଫେଇ କାହା ଦାୟିତ୍ବ ନେଇ ପ୍ରଶ୍ନବାଚୀ ଅଟେ। ସଫେଇ ଆବଶ୍ୟକ ରହିଅଛି। ସ୍ବାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ସଫେଇ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଆବଶ୍ୟକ ପଦକ୍ଷେପ ପାଇ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ।

Post a Comment

Previous Post Next Post