ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛି କଲେଜ


ରାଇବଣିଆ (ଆଲୋକ ଚନ୍ଦ୍ର ଘଡେ଼ଇ) ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛି  କଲେଜ ,  ଜଳେଶ୍ୱର ସେଣ୍ଡ ସିଟି +2 ଘରୋଇ ସାଇନ୍ସ କଲେଜ , କଲେଜର ଶିକ୍ଷା ବ୍ୟବସ୍ତା ସହିତ ରହିବା ଖାଇବାର ସୁବ୍ୟବସ୍ଥା ଠିକ ନଥିବାରୁ କିଛି ଛାତ୍ରଛାତ୍ରୀ ଅନ୍ୟତ୍ର କଲେଜ ଯିବାକୁ ଚାହୁଁ ଥିବା ବେଳେ ସାର୍ଟିପିକେଟ ଦେଉନାହିଁନ୍ତି କଲେଜ କର୍ତୃପକ୍ଷ , ପିଲା ମାନଙ୍କ ଭବିଷ୍ୟତକୁ  ନେଇ ଖେଳୁଚି କଲେଜ । ବିଭିନ୍ନ  ବାହାନା କରି ୧୪ ଜଣ +୨ ବିଜ୍ଞାନ ଛାତ୍ର ଛାତ୍ରୀ ଙ୍କ  ସାର୍ଟିଫିକେଟ ଦେଉନାହିଁ ଜଳେଶ୍ୱର ସେଣ୍ଡ ସିଟି +2 ଘରୋଇ ସାଇନ୍ସ କଲେଜ , ଯାହାକି ମାନସିକ ଚାପରେ ୧୪ ଜଣ ଛାତ୍ର ଛାତ୍ରୀ । ନିଜ କଲେରେ ପଡ଼ିବାକୁ ବାଧ୍ୟ କରୁଛନ୍ତି  କଲେଜର ପ୍ରିନ୍ସପାଲ  ,  କଲେଜ ସିଟ୍ ଖାଲି ହୋଇଯିବା ନେଇ  ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ବିଭିନ୍ନ ଆଳ  ଦେଖାଉଛନ୍ତି ସାର୍ଟିଫିକେଟ ନଦେଇ ହଇରାଣ କରାଉଛି  କଲେଜ । ଯାହାର ସିଧା ସଳଖ ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ।

Post a Comment

Previous Post Next Post