ଖପ୍ରାଖୋଲ : ୧୬/୬ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ୍ ପାଚେର ଗ୍ରାମର ଜଣେ ଯୁବକ କୁ କଫ୍ ସିରଫ ସହ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଖପ୍ରାଖୋଲ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ପଚେର ଗ୍ରାମର ଅନିଲ ନିଆଲ (୨୫) ପାଖରୁ ୧୭ଟି କଫ୍ ସିରଫ ଜବତ କରି ଖପ୍ରାଖୋଲ ଥାନାକୁ ଆଣି ତଦନ୍ତରୁ ଜଣାପଡିଥିଲା ଯେ ସେ ବେଆଇନ ନିଶା କାରବାର କରୁଥିଲା। ଏନେଇ ଖପ୍ରାଖୋଲ ପୁଲିସ୍ ଅନିଲ ନିଆଳକୁ ଗିରଫ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ସୁଚନା ଦେଇଛନ୍ତି।

Post a Comment