ଭବାନୀପାଟଣା ୨୬/୦୬ (ଶ୍ୟାମସୁନ୍ଦର ମାଝୀ) ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ୨୦୨୪ ପାଇଁ ସେ ବାଦ ପଡି ପାରନ୍ତି । ଏ ନେଇ ଅନେକ ଜନ ସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ୨୦୧୪ରେ ରାଜନୀତି କ୍ଷେତ୍ରରେ ପାଦଦେଇ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର ଟିକେଟ ପାଇ ଲଢେଇ କରିଥିଲେ ଓ ଉକ୍ତ ଆସନ ରୁ ଜୟ ହେଇକି ଅନେକ ବିକଶିତ କାର୍ଯ୍ୟ କରିଥିଲେ । ସେହିପରି ୨୦୧୯ ନିର୍ବାଚନରେ ମଧ୍ୟ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର ଟିକେଟ ପାଇ ଜୟଲାଭ କରିଥିଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଣ୍ଡଳ ଚୟନ କରାଗଲା ସେଥିରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓଡିଶା ସରକାର ଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଚୟନ ହୋଇଥିଲେ । ବିକଶିତ କାର୍ଯ୍ୟ ବି ତାଙ୍କର ଠିକ ଥିଲା ଏବଂ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ କିଏ ତାଙ୍କ ନାଁ ନ ଜାଣେ ବା ତାଙ୍କ ପ୍ରତି ଜୁନାଗଡ ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ମଧ୍ୟ ବହୁତ ପ୍ରଂଶସିତ ଥିଲା । ମହାଳିଙ୍ଗ କଲେଜ ଘଟଣା ଅକ୍ଟୋବର ୮ ୨୦୨୧ ଦୁର୍ଦ୍ଧମା କାଣ୍ଡ ପିଚାସା ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ଥିଲା । ତାଙ୍କୁ କ୍ୟାପଟେନ ସାମିଲ ଅଛି ବୋଲି ଅନେକ ରାଜନୈତିକ ଦଳ ମାଡି ବସିଲେ । ସମୟ ଏମିତି ଆସିଲା ସେହି ସମୟରେ ଲୋକଙ୍କ ଅନ୍ୟ ଖରାପ ଦୃଷ୍ଟି ତାଙ୍କ ପ୍ରତି ପଡିଥିଲା । ଲୋକ ଅନେକ ପ୍ରକାର ମନୋଭାବ ରଖିଲେ ଅନେକ କଥା ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା । ସେହି ଘଟଣା ଓଡିଶା କୁ ଦୋହୋଲାଇ ଦେଇଥିଲା । ସେହି ଘଟଣା ଶୁଣିଲେ ସମସ୍ତଙ୍କ ଛାତିଥରି ଯାଉଥିଲା । ଅନେକ ରାଜନୈତିକ ଦଳ ତାଙ୍କ ବିରୁଦ୍ଧରେ କଲେକ୍ଟର ଅଫିସ ଘେରାଉ କଲେ । ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ଓଡିଶା ବନ୍ଦ ଡାକରା ମଧ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଫେରଥରେ ମନ୍ତ୍ରୀ ମଣ୍ଡଳ ଗଠନ ହୋଇଥିଲା । ସେଥିରୁ ମମିତ ମେହେର ର ହତ୍ୟା ଘଟଣା କୁ ସଂନ୍ଦେହେ କରିକି ତାଙ୍କୁ ମନ୍ତ୍ରୀ ମଣ୍ଡଳୀ ରୁ ବାଦ ଦିଆଯାଇଥିଲା । ବର୍ତମାନ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଆଉ ଲୋକେ ସହଜରେ ଗ୍ରହଣ କରିବା ଅସମ୍ଭବ ବୋଲି ଏହା ତାଙ୍କ ନିଜ ନିଜ ଭିତରେ ଚର୍ଚ୍ଚା ହେଉଛି । ସେଥିପାଇଁ ଜୁନାଗଡ଼ ଆସନ ରୁ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ବାଦ ପଡି ପାରନ୍ତି ବୋଲି ଅନୁମାନ କରାଯାଉଛି ।

Post a Comment