ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ୨୭/୦୫/୨୦୨୩ କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ପଡ଼ିଛି ଜଣେ ମହିଳାଙ୍କ ମୃତଦେହ।ମୃତ ମହିଳା ଜଣକ କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାପଡିଛି। ତାଙ୍କ ସ୍ଵାମୀ ଜଗବନ୍ଧୁ ତାଣ୍ଡି ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ତରଫରୁ ସନ୍ଧେହ କରି କୋମନା ଥାନା ରେ ଅଭିଯୋଗ କରିଛନ୍ତି। କୋମନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ଦେଓଧରା ନିକଟ ଘୋଡାଘାଟ ନଦୀ ପାଖରେ ନିଜ ସ୍ତ୍ରୀ ଙ୍କୁ ହତ୍ୟା କଲା ସ୍ୱାମୀ
ଆଜତକ ଓଡ଼ିଶା
0
Post a Comment